Breaking news ଭବାନୀପାଟଣା: ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ସୁପରଭାଇଜର Sukanta NayakJanuary 2, 2025 .ରାମପୁର ମେଡିକାଲ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଜନ୍ମ ପ୍ରମାଣପତ୍ର ଦେବାକୁ ୪ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ଚତୁରତାର ସହ ଫୋନ୍ପେ ଜରିଆରେ ଲାଞ୍ଚ ନେଲାବେଳେ କାବୁ ସ୍ମାର୍ଟ ଫୋନ୍କୁ ଜବତ କରି ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ର ଚଢ଼ାଉ
ଭାରତ 15,102 ତାଜା କୋଭିଡ -19 ମାମଲା ରେକର୍ଡ କରିଛି, ସକାରାତ୍ମକତା ହାର 1.28% | ବୁଧବାର ଭାରତ 15,102 ତାଜା Covid-19 ମାମଲା ଲଗ୍ କରିଛି | ପଜିଟିଭିଟି ହାର ବର୍ତ୍ତମାନ 1.28 ପ୍ରତିଶତରେ ପହଞ୍ଚିଛି। ଗତ 24 ଘଣ୍ଟା ମଧ୍ୟରେ ଭାରତ…
ଆନ୍ଧ୍ରପ୍ରଦେଶରେ ଦେଖାଦେଇଛି କୋଭିଡ ଭୟ, କୋଭିଡକୁ ନେଇ ଓଡ଼ିଶାରେ ହାଇଆଲର୍ଟ ଜାରି ଭୁବନେଶ୍ୱର: ପୁଣି ଡ଼ରାଇଲାଣି କୋଭିଡ । ଆନ୍ଧ୍ରପ୍ରଦେଶରେ ପୁଣି ଦେଖାଦେଇଛି କରୋନା । ଆନ୍ଧ୍ରରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୀମାନ୍ତ ଓଡିଶାରେ ହାଇଆଲର୍ଟ । ରାଜ୍ୟରେ…
ବନ୍ଧୁକ ଦେଖାଇ ୭ ଲକ୍ଷ ଲୁଟ୍ I ଚିଲିକା: ବାଲୁଗାଁ ଥାନା ଇଞ୍ଜନପୁର ଛକ ନିକଟରେ ବନ୍ଧୁକ ଦେଖାଇ ୭ ଲକ୍ଷ ୨୫ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଛନ୍ତି । କୃଷି ଋଣ ଟଙ୍କା…