Breaking news ରାତ୍ରି ଭୋଜନ ଖାଇ ୧୧ ANM ଅସୁସ୍ଥ Sukanta NayakNovember 18, 2024 ଦେବଗଡ଼ ANM ସେଣ୍ଟରରେ ରାତ୍ରିଭୋଜନ ଖାଇ ୧୧ ଅସୁସ୍ଥଅସୁସ୍ଥ ଛାତ୍ରୀଙ୍କ ମଧ୍ୟରୁ ୩ ଗୁରୁତର ଡାକ୍ତରଖାନାରେ ଭର୍ତ୍ତିCDMOଙ୍କ କାର୍ଯ୍ୟାଳୟ ଘେରାଉ କଲେ ଏଏନ୍ଏମ୍ ଛାତ୍ରୀANM ସେଣ୍ଟର ଅଧ୍ୟକ୍ଷାଙ୍କ ଅବହେଳା ଅଭିଯୋଗରେ ବଦଳି ଦାବି
ଜିଲ୍ଲା ଅବକରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ; ବିପୁଳ ପରିମାଣର ଦେଶୀ ମଦ ଜବତ , ୬ ଗିରଫ ସମେତ ଗୋଟିଏ ମାରୋତି 800 କାର୍ ଜବତ । ଆଜି ଜିଲ୍ଲା ଅବକରୀ ବିଭାଗ ର ସଦର ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଘଟଣାରୁ…
କାହିଁକି ଆତ୍ମହତ୍ୟା କଲେ ଜିଲ୍ଲାପରିଷଦ ଧର୍ମେନ୍ଦ୍ର ? ଫୋକସ ପ୍ଲସ(ପୁରୀ): ଗୋପ ବ୍ଲକ ୧୧ ନମ୍ବର ଯୋନ ଜିଲ୍ଲାପରିଷଦ ଧମେନ୍ଦ୍ର ସାହୁ ଓରଫ ଟୁକୁନା ସାହୁ ନିଜ ଭୂବନେଶ୍ୱର ବାସଭବନରେ ଆତ୍ମହତ୍ୟା କରିବା ପରେ ନିଜ…
ବ୍ଲାକ ରୋଜ୍ ର ଗୁମର ଖୋଲିଲେ ଜେଲ ଯିବେକି ବିଜେଡି ନେତା? ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ହେବକି ସିବିଆଇ ତଦନ୍ତ ? ସିବିଆଇ ତଦନ୍ତ ନେଇ ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ। ସେ କହିଛନ୍ତି…