ଶିକ୍ଷା ସବୁ ସ୍କୁଲରେ ଲାଗିବ CCTV: ମନ୍ତ୍ରୀ Sukanta NayakJuly 23, 2025 CBSE ସ୍କୁଲ୍ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ CCTVସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାରରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ରେଭେନ୍ସାକୁ ମିଳିଲା ନାକ୍ର A++ ଗ୍ରେଡ୍, ଗ୍ରେଡ୍ ପାଇବାରେ ରାଜ୍ୟର ପ୍ରଥମ ବିଶ୍ୱବିଦ୍ୟାଳୟ ହେଲା ରେଭେନ୍ସା | କଟକ26/11/2023; ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନାକ୍ (ନ୍ୟାସନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନ୍ସିଲ) ପକ୍ଷରୁ ‘ଏ ପ୍ଲସ୍ ପ୍ଲସ୍’ ଗ୍ରେଡ୍ ମିଳିଛି। ରାଜ୍ୟର ସରକାରୀ ଅଥବା ବେସରକାରୀ ବିଶ୍ବବିଦ୍ୟାଳୟ…
ବିଜ୍ଞାନ ମେଳାରେ ଶିକ୍ଷାର୍ଥୀଙ୍କ ଚମତ୍କାର ଫୋକସ ପ୍ଲସ(ଚୌଦ୍ୱାର): ଟାଙ୍ଗୀ ଚୌଦ୍ବାର ବ୍ଲକ୍, କନ୍ଦର୍ କଣା ସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ବିଜ୍ଞାନ ମେଳା ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାରର…
5Tରେ ରୂପାନ୍ତରିତ ହେଲା ବାଳିକା ଉଚ୍ଚ ବିଦ୍ୟାଳୟ ଫୋକସ ପ୍ଲସ(କେନ୍ଦ୍ରାପଡ଼ା): ସରକାର ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାରୀ ସ୍କୁଲ ଗୁଡିକୁ ରାଜ୍ୟ ସରକାର 5Tରେ ସାମିଲୀକରି ରୂପାନ୍ତିକରଣ କରିବା ସହିତ ଶିକ୍ଷା ବ୍ୟବସ୍ତାକୁ…