ଅପରାଧ ସରକାରୀ ଅର୍ଥ ହେରଫେର କରି ଫସି ଗଲେ ବାବୁ Sukanta NayakAugust 22, 2025 ସରକାରୀ ଅର୍ଥ ହେରଫେର ଅଭିଯୋଗରେ ରେଡ୍୧.୨୪ କୋଟି ଟଙ୍କା ହେରଫେର ଅଭିଯୋଗରେ ରେଡ୍କଟକ ସିଟି ହସ୍ପିଟାଲର ବରିଷ୍ଠ ସହାୟକ କିଶୋର ସାହାଣିକିଶୋରଙ୍କ ୫ଟି ଠିକଣାରେ ଚାଲିଛି ଭିଜିଲାନ୍ସ ରେଡ୍
ଫୁଣି ଆରମ୍ଭ ହେଲା ଆନ୍ଧ୍ରର ଦାଦାଗିରି ଫୋକସ ପ୍ଲସ 20/5/22:ପୁଣି ଆନ୍ଦ୍ରର ଦାଦାଗିରି;ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି। ଓଡ଼ିଶା ମାଟିରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଓଡ଼ିଶା ଭିତରେ ପସି ବନ୍ଦ କରୁଛି ଆନ୍ଧ୍ର।କୋଟିଆ…
ଖୋର୍ଦ୍ଧା ଆଦର୍ଶ ଥାନା ର ବଡ଼ ସଫଳତା ଫୋକସ ପ୍ଲସ ୨/୬/୨୨(ଖୋର୍ଦ୍ଧା):ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଚୋରା ବାଇକି ରାକେଟ କୁ ଠାବ କରିବାରେ ବଡ଼ ସଫଳତା ମିଳିଛି ।କୌଣସି ସୂତ୍ରରୁ ଖୋରଧା ଏସପି ସିଦ୍ଧାର୍ଥ…
କେମିତି ରୋକାଯିବ କଳାହାଣ୍ଡି ଜିଲ୍ଲା ରେ ସଫଲ ଗୁଟକା ର କଳାବଜାରୀ? କଳାହାଣ୍ଡି06/12(ଫୋକସ ପ୍ଲସ); ସଫଲ ଗୁଟକା କଳାବଜାରୀ କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବେ ରାଜ୍ୟ ସରକାର | ବିନା ବିଲ ରେ ସରକାରଙ୍କୁ…