Breaking news ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁ Sukanta NayakMay 31, 2025 ନୟାଗଡ଼ ଟାଉନ ଥାନା ମାନପୁରରେ ଚାଞ୍ଚଲ୍ୟଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାରପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ମୃତସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ, ପୋଲିସର ତଦନ୍ତ
ଫାଲକନ ଫିଇଡ୍ସ ସମ୍ମୁଖରେ ସଡ଼କ ଦୁର୍ଘଟଣା ଦୁଇ ଗୁରୁତ୍ୱର । ଟ୍ରକ କୁ ପିଟିଲା ଟ୍ରକ ଦୁଇ ଗୁରୁତ୍ୱର ଟାଙ୍ଗି ମେଡିକାଲରେ ଭର୍ତ୍ତି । ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଫାଲକନ ଫିଇଡ୍ସ ସମ୍ମୁଖରେ ।…
ଅଗ୍ନିକାଣ୍ଡରେ ଜଳିପୋଡ଼ି ଗଲା ଗାଡି ଫୋକସ ପ୍ଲସ (ଧାମନଗର)୨୨/୦୬/୨୦୨୨:ବାରିକ୍ ପୁର ବ୍ରିଜ ଉପରେ ଜଳୁ ଥିବା ଗାଡ଼ି ନମ୍ୱର୍ OR09K5973 .ଗାଡ଼ି ପାଣିକୋଇଲି ପଟୁ ଆସୁଥିବା ବେଳେ ବ୍ରିଜ ଉପରେ କୌଣସି କାରଣରୁ…
ରାଜ୍ୟରେ ଲାଗୁ ହେଲା ‘କାମଧେନୁ ଯୋଜନା’ odisha news : ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା…