ଶିକ୍ଷା ୧୬ରୁ +୩ ନାମଲେଖା ଆବେଦନ Sukanta NayakApril 14, 2025 ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ ହେବ ପାଠ୍ୟକ୍ରମ
ଓଡ଼ିଆ ଭାଷାର ବିକାଶ ପାଇଁ ଭାଷା ,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ । ବୋରିଗୁମ୍ମା20/01/2024: ବୋରିଗୁମ୍ମା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିନ ହୋଇଯାଇଛି ।ବିଦ୍ୟାଳୟ ସ୍ତରରେ ୪ଟି କ୍ଲବ ମାଧ୍ୟମରେ ସାହିତ୍ୟ…
ବିଧାୟକଙ୍କ ହଠାତ ସ୍କୁଲ ପରିଦର୍ଶନ ଫୋକସ ପ୍ଲସ(ଚୌଦ୍ୱାର)୨୪/୦୮/୨୦୨୨: ମୋ ସ୍କୂଲ ଅଭିଯାନ ଯୋଜନାରେ ଚୌଦ୍ୱାର ଅଂଚଳରେ ନୂତନ ଭାବେ ୫-ଟି ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ବିଦ୍ୟାଳୟଗୁଡିକୁ ସୋମବାର ଚୌଦ୍ୱାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ…
ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଆଙ୍ଗୁଠି ହରାଇଲେ ଛାତ୍ର ଫୋକସ ପ୍ଲସ 23/2/23(ବାଲେଶ୍ୱର):ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ଆଙ୍ଗୁଠି ହରାଇଲେ ତୃତୀୟ ଶ୍ରେଣୀ ଛାତ୍ର l ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ…