accidentBreaking news ଟ୍ରକ ଚାପାରେ ଜଣେ ମୃତ, ଜଣେ ଗୁରୁତର Sukanta NayakDecember 20, 2024 ଅନୁଗୁଳ ୫୫ନଂ NHର ପ୍ରଶାନ୍ତି ହୋଟେଲ ନିକଟରେ ଦୁର୍ଘଟଣାମୃତକ ଜଗତସିଂହପୁରର ବିକ୍ରମ ରାଉତରାୟପ୍ରତିବାଦରରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ
ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
ଜୀବନ ନେଇଗଲେ କାର୍ ମାଲିକ ବେଙ୍ଗାଲୁରୁ: ସ୍ଵାମୀ ସ୍ତ୍ରୀ କାରରେ ବସି ବେଙ୍ଗାଲୁରୁ ବୁଲୁଥିଲେ । ଆଉ ଏତିକିବେଳେ ଡେଲିଭରି ବୟ ଜଣେ ବାଇକରେ ତରତର ହୋଇ ଯିବା ବେଳେ ଭୁଲବଶତଃ କାରରେ…
ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତ କାଣ୍ଡ, ବିଧାନସଭା ବ୍ୟାରିଗେଡ ଭାଙ୍ଗି ପଶିଲା କାର ରାଜଧାନୀ ଭୁବନେଶ୍ୱରରେ ହାଇ ସିକ୍ୟୁରିଟି ଏରିଆରେ ମଦ୍ୟପ ଗାଡି ଚାଳକଙ୍କ ଉନ୍ମତ୍ତ କାଣ୍ଡ । ସୁରକ୍ଷା ବଳୟ ଭେଦ କରି ବିଧାନସଭା ଆଗରେ ଥିବା ବ୍ୟାରିକେଡକୁ ପିଟିହେଲା…