ସାମ୍ବାଦିକ ଜିଲ୍ଲାପ୍ରଶାସନ ଅଧିକାରୀ ମୁହାଁ ମୁହିଁ

ସୋସିଆଲ ମିଡ଼ିଆ ରେ ଭାଇରଲ ଘଟଣା

କେନ୍ଦ୍ରାପଡ଼ା ସୋସିଆଲ ମିଡ଼ିଆ ଭାଇରଲ ଘଟଣା ସାମ୍ବାଦିକ ଓ ଅଧିକାରୀ ମୁହାଁ ମୁହିଁ ,କେନ୍ଦ୍ରାପଡ଼ା ଡ୍ରେନେଚ ବିଭାଗରେ କୋଟି କୋଟି ଘୋଟାଲ ଘଟଣା କୁ ନେଇ ହୋଇଥିଲା ଯୁକ୍ତି ଓ ମୁହାଁ ମୁହିଁ .

ଡ୍ରେନେଚ ବିଭାଗରେ ବଡ ଘୋଟାଲା ଲୁଟ ହୋଇଛି କୋଟି କୋଟି ଟଙ୍କା ନେତା,ଅଫିସର ,ଠିକାଦାର ଙ୍କ ପାଇଁ ସମସ୍ୟାରେ ପଡିବେ ଚାଷୀ।ଏଭଳି ସାମ୍ବାଦିକ ଓ ଅଧିକାରୀ ଙ୍କ ଭିତରେ ଯୁକ୍ତି ଏବେ କେନ୍ଦ୍ରାପଡ଼ା ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଛି ଘଟଣା.

Leave a Reply

Your email address will not be published. Required fields are marked *