Breaking news ସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବ Sukanta NayakAugust 31, 2024August 31, 2024 ସମୁଦ୍ର ବେଳାଭୂମୀରେ ଏଣିକି ମିଳିବ ମଦନୂଆ ଅବକାରୀ ନୀତିରେ ପର୍ଯ୍ୟଟନକୁ ପ୍ରୋତ୍ସାହନସମୁଦ୍ର କୂଳରେ ଛୋଟ ଛୋଟ କୁଟୀରରେ ମଦ ମିଳିବପର୍ଯ୍ୟଟନ ବିଭାଗ ଅନୁମତି ଆବଶ୍ୟକବାର୍ରେ ଡ୍ୟାନ୍ସ ପରିବେଷଣ କରିପାରିବେ ନାହିଁବାର୍ରେ ଗୀତକୁ ହଁ ଓ ନାଚକୁ ନା
ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା ରକ୍ତ ସମ୍ପର୍କରେ ଲାଗିଲା ରକ୍ତର ଛିଟା। ନିଶାଶକ୍ତ ପୁଅ ଘଟାଇଲା ଅମାନବୀୟ କାଣ୍ଡ। । ଲୁହା ଛଡ଼ରେ ପିଟି ବୃଦ୍ଧ ବାପାଙ୍କୁ ହତ୍ୟା କରିଦେଲା ନିଶାଶକ୍ତ ପୁଅ|…
ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ଫୋକସ ପ୍ଲସ 05/02/2023(ବ୍ୟୁରୋ) ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ମାମଲାରେ ସିଧାସଳଖ…
ମୃତ ଘୋଷଣା ପରେ ବି ଶ୍ମଶାନରେ ଜିଇଁ ଉଠିଲେ ମହିଳା ଫୋକସ ପ୍ଲସ 08/02/2023( ବ୍ୟୁରୋ ); ଆମେରିକାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଡାକ୍ତରଖାନାରେ ମୃତ ଘୋଷଣା ହେବାର ତିନି ଘଣ୍ଟା ପରେ…