accident ଜଳୁଛି ପର୍ତ୍ତୁଗାଲ ଜଙ୍ଗଲ….. Sukanta NayakSeptember 19, 2024 -ପର୍ତ୍ତୁଗାଲର କେନ୍ଦ୍ରୀୟ ଏବଂ ଉତ୍ତର ଭାଗରେ ଥିବା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। -୧୦୦ କିଲୋମିଟର ଯାଏଁ ବ୍ୟାପିଛି ନିଆଁ। -ସାରା ଦେଶରେ ହାଇ ଆଲର୍ଟ ଜାରି କରିଛନ୍ତି ସରକାର। -୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ।
ନିଜେ ଚାଲିଗଲେ ବସ ଚାଳକ, ହେଲେ ବଞ୍ଚାଇଦେଲେ ୨୫ ଜୀବନ ମାଲକାନଗିରି: ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ ୨୫ ଜୀବନହୃଦଘାତର ଶିକାର ହୋଇ ମଧ୍ୟ ଯାତ୍ରୀଙ୍କ ଜୀବନ ରକ୍ଷା କଲେ ବସ୍ ଡ୍ରାଇଭରବସ୍ଟି ବିଜୟନଗରମରୁ ମାଲକାନଗିରି ଆସୁଥିବା ବେଳେ…
ଘଟଣାସ୍ଥଳରେ ଡ୍ରାଇଭର୍ ଓ ହେଲପର୍ଙ୍କ ମୃତ୍ୟୁ, ୯ ଯାତ୍ରୀ ଗୁରୁତର ଜଳେଶ୍ୱର:60 ଜାତୀୟ ରାଜପଥ ଜଳେଶ୍ୱର ଲଷ୍ମଣ ନାଥ ଟୁଲ ଗେଟ ପାଖରେ ଭୟଙ୍କର ବସ ଦୁର୍ଘଟଣା 2ମୃତ 10ଗୁରୁତର, ଢେଙ୍କାନାଳ ରୁ କଲିକତା ଅଭିମୁଖେ ଯାଉଥିବା ଡିଲଫିନ…
ମାଛ ମାର୍କେଟ ଛକ ନିକଟରେ ସିରିଜ ଦୁର୍ଘଟଣା | ଅନୁଗୁଳ୨୫/୧୧/୨୦୨୩; ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ମାଛ ମାର୍କେଟ ଛକ ଠାରେ ସିରିଜ୍ ଦୁର୍ଘଟଣା। ସୂଚନା ଯେ, ଏକ ଅଟୋ ମେଡିକାଲ ଛକ ଆଡୁ ହେମସୁରପଡା ଛକ…