ଖେଳ ପାକିସ୍ତାନକୁ ହରାଇଲା ଭାରତ Sukanta NayakOctober 6, 2024 ଦୁବାଇରେ ଟି-୨୦ ମହିଳା ବିଶ୍ବକପ୍ପାକିସ୍ତାନକୁ ୬ ୱିକେଟରେ ହରାଇଲା ଭାରତପାକିସ୍ତାନ-୧୦୫/୮, ଭାରତ-୧୦୮/୪ (୧୮.୫ ଓଭର)ଶେଫାଳୀ- ୩୨, ହରମନପ୍ରୀତ-୨୯, ଜେମିମା-୨୩ ରନ୍
ବାଂଲାଦେଶ କ୍ରିକେଟ୍ ବୋର୍ଡ ଦ୍ୱିତୀୟ ଥର ପାଇଁ ICCଙ୍କ ନିକଟକୁ ଯାଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବାକୁ ଥିବା 2026 ICC T20 ବିଶ୍ୱକପ୍ ପାଇଁ ତାର ଖେଳାଳିମାନଙ୍କୁ ଭାରତ ପଠାଇବାକୁ ଚାହୁଁନାହିଁ।…
ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି -20 ଖେଳାଯିବ .. ବିଜୟ ଧାରା ବଜାୟ ଲକ୍ଷ୍ୟରେ ରୋହିତ ସେନା.. ଲକ୍ଷ୍ନୌ ସ୍ଥିତ ‘ଭାରତ ରତ୍ନ’ ଅଟଳ…
ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଆହତ ହୋଇଛନ୍ତି ଶୁଭମନ ଗିଲ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା କୋଲକାତା ଟେଷ୍ଟର ଦ୍ୱିତୀୟ…