ରାଜନୀତିରାଜ୍ୟ ବିଜେଡି ଉପରେ ବର୍ଷିଲେ ମୋହନ। Sukanta NayakNovember 15, 2024 ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନଜନଜାତୀୟ ଗୌରବ ଦିବସରେ ମୋହନଙ୍କ ବକ୍ତବ୍ୟ‘ଗତ ସରକାର କହୁଥିଲା ଆଦିବାସୀଙ୍କ ସାଙ୍ଗରେ ଅଛି’‘କିନ୍ତୁ ହଷ୍ଟେଲରେ ଛାତ୍ରଛାତ୍ରୀ ଲୁଣ ଓ ଭାତ ଖାଉଥିଲେ’
ବ୍ୟବସାୟୀ , ଛୋଟ ବ୍ୟବସାୟୀ , ଚାଷୀ , ମଧ୍ୟମ ବର୍ଗ ର ଜନତା ଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ବଜେଟ ବଜେଟ – ୨୦୨୨-୨୩…. ୫ ଟି ରାଜ୍ୟରେ ନିର୍ବାଚନ ଥିବା ଯୋଗୁଁ ଏଥର ବଜେଟରେ ଜନସାଧାରଣ ବହୁତ କିଛି ଆଶା କରୁଥିଲେ। କିନ୍ତୁ, ଏହି ବଜେଟ ଲୋକଙ୍କୁ…
ରାଗିଗଲେ ସୋନିଆ ଗାନ୍ଧୀ ଫୋକସ ପ୍ଲସ(ବ୍ୟୁରୋ) ୨୮/୦୭/ ୨୦୨୨: ଲୋକସଭାର ଶୁଣାଣି ସ୍ଥଗିତ ରହିବା ପରେ ସୋନିଆ ଗାନ୍ଧୀ ଏବଂ ସ୍ମୃତି ଇରାନୀଙ୍କ ମଧ୍ୟରେ କଳହ ହେବାର ଖବର ଆସିଛି। ଉତ୍ତେଜନା…
ଖୋଲିବ ଆମ ଓଡ଼ିଶା ନବୀନ ଓଡ଼ିଶାର ଦୁର୍ନୀତି ପେଡି ଆମ ଓଡ଼ିଶା ନବୀନ ଓଡ଼ିଶା ରେ ପୂର୍ବ ସରକାରଙ୍କ ଠାରୁ ମିଳିଥିବା ସମସ୍ତ ଅନୁଦାନର ଖୋଳତାଡ଼ ହେବ। ପ୍ରତି ପଞ୍ଚାୟତକୁ ମିଳିଥିବା ୫୦ ଲକ୍ଷ ଅନୁଦାନର ଖୋଳତାଡ଼…