Breaking news ଶ୍ରୀଜିଉଙ୍କ ୫ ଘଣ୍ଟା ଦର୍ଶନ ବନ୍ଦ, ହେଲେ କାହିଁକି? ପଢ଼ନ୍ତୁ ପୁରା ଖବର Sukanta NayakNovember 27, 2024 ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି୫ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା, IMD ଡିଜି ସୂଚନା ଲଘୁଚାପର ସାଂପ୍ରତିକ ସ୍ଥିତିକୁ ନେଇ IMD ଡିଜିଙ୍କ ସୂଚନା । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ହେବା ନେଇ ସମ୍ଭାବନା ରହିଛି । ୨୩ ସନ୍ଧ୍ୟା…
ମୁଖ୍ୟମନ୍ତ୍ରୀ ଙ୍କ ଅଫିସ୍କୁ ବୋମାରେ ଉଡ଼ାଇବାକୁ ଧମକ ପାଟନା: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଖବର ଅନୁଯାୟୀ, ଅଲ୍…
ଏଟିଏମ ତାଡି ଲୁଟିଲେ ଦୁର୍ବୁତ୍ତ ଫୋକସ ପ୍ଲସ ୩/୬/୨୨(କେନ୍ଦ୍ରାପଡ଼ା):ଗତକାଲି ବିଳମ୍ବିତ ରାତିରେ ରାଜକନିକା ଏସ ଏନ କଲେଜ ରେ ଥିବା ଏସ ବି ଆଇ ଏଟିଏମ ତାଡିଲେ ଦୁର୍ବୁର୍ତ୍ତ। ଟଙ୍କା ନେବାରେ ହେଲେ…