ରାଜ୍ୟ ୨୮ରେ ସମ୍ବଲପୁର ଆସିବେ ଶାହ Sukanta NayakDecember 22, 2024 -ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ-ସୂଚନା ଦେଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର-‘ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ’-‘ଏହାପରେ ତିନି ଚାରୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ’
ଗନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ହାତୀ ଆତଙ୍କ ଫୋକସ ପ୍ଲସ(ପାଟଣାଗଡ)୦୯/୦୯/୨୦୨୨: ଭାଙ୍ଗିଲା ଦୁଇ ଘର ,ଲୋକଙ୍କ ମନରେ କୋକୁଆ ଭୟ |ଗନ୍ଧମାର୍ଦ୍ଦନ ପାହାଡ଼ର ପାଦ ଦେଶରେ ବ୍ରାହ୍ମଣୀ ଗାଁ ରେ କିଛିଦିନ ହେଲା ବରଗଡ଼ ଜିଲ୍ଲା…
ଦୁର୍ଗମ ଅଞ୍ଚଳରେ ଅର୍ଥ ଲୁଟର ନୂଆ ବାଟ ଫୋକସ ପ୍ଲସ(ଲାଞ୍ଜିଗଡ)୨୧/୦୮/୨୦୨୨: ଲାଞ୍ଜିଗଡ ବ୍ଳକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକାର ଭୟ ଦେଖାଇ ସରକାରୀ ଅର୍ଥ ଲୁଟୁ ଛନ୍ତି ଠିକାଦାର ଓ ସରକାରୀ ବାବୁ।ଯେଉଁ ଅଞ୍ଚଳକୁ ନିର୍ବାଚନ…
ଅସହାୟ ଅବସ୍ଥାରେ ବିକଳାଙ୍ଗ ଯୁବତୀ ଫୋକସ ପ୍ଲସ ୩/୬/୨୨(ବୋରିଗୁମ୍ମା): ବିକଳାଙ୍ଗ ଯୁବତୀଙ୍କ ବିକଳାଙ୍ଗ ଭତା କାଟିଦେଲେ ସରକାର | ଦୀର୍ଘ ୨ବର୍ଷ ହେବ ବିକଳାଙ୍ଗ ଭତ୍ତା ନ ପାଇ ଅସହାୟରେ ଜୀବନ କାଟୁଛନ୍ତି…