ରାଜନୀତିରାଜ୍ୟ ପ୍ରତାପଙ୍କ ନାଁରେ ମାନହାନି ଅଭିଯୋଗ Sukanta NayakDecember 22, 2024 ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନାଁରେ ମାନହାନି ଅଭିଯୋଗକ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାଁରେ ମିଛ ମାମଲା ଅଭିଯୋଗଲୋକସଭାରେ ଠେଲାପେଲାରେ ପଡ଼ି ଆହତ ହୋଇଥିଲେ ପ୍ରତାପରାହୁଲ ଗାନ୍ଧି ତାଙ୍କୁ ଠେଲିଥିବା ନେଇ ଥିଲା ଅଭିଯୋଗ
ରାଜ୍ୟ ସରକାରଙ୍କ ବିକାଶର ବିକଳ ଚିତ୍ର ଫୋକସ ପ୍ଲସ(ଲାଞ୍ଜିଗଡ) ୩୧/୦୭/ ୨୦୨୨:ଗରିବ ନିରୀହ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ଆସୁଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରକୁ ଉପହାସ କରୁଛି ଏହି…
ସିପିଆଇ (ଏମଏଲ) ଲିବରେସନରେ ଶତାଧିକ ଲୋକଙ୍କ ଯୋଗଦାନ ଜୁନ୍ ୧୦ରେ ବିକ୍ଷୋଭ ଚେତାବନୀ ରାୟଗଡା ଜିଲ୍ଲା କୋଲନରା ବ୍ଲକ କେଦାପଡା ପଞ୍ଚାୟତର ଗାଦବା ସାହି ନିକଟରେ ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ଏକ ସାଧାରଣ ସଭା…
ସୁନ୍ଦରଗଡ଼ର ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଡାକ୍ତର ପରାଗ ହର୍ଷଦ ଗାଭାଲି ଫୋକସ ପ୍ଲସ (ସୁନ୍ଦରଗଡ଼)୨୩/୦୬/୨୦୨୨: ସୁନ୍ଦରଗଡ଼ ଜିଲ୍ଲାର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡାକ୍ତର ପରାଗ ହର୍ଷଦ ଗାଭାଲି। ଗୁରୁବାର ଦିନ ବିଦାୟୀ ଜିଲ୍ଲାପାଳ ନିଖିଲ…