ସଂସ୍କୃତି ଆଜିଠୁ କମ୍ପିବ ମଥୁରା ନଗରୀ ବରଗଡ଼ Sukanta NayakJanuary 3, 2025 ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟକଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳଜାତୀୟ ଓ ଅନ୍ତର୍ଜାତୀୟ ଦଳର ୫ ହଜାର କଳାକାର ନାଚିବେ
ଆଦିବାସୀ ସଙ୍ଘ ନୁଆଁଖାଇ ଭେଟଘାଟ ଫୋକସ ପ୍ଲସ(ବିଶ୍ୱରଞ୍ଜନ)୧୦/୦୯/୨୦୨୨:କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ର ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଗୋଲାମୁଣ୍ଡା ବ୍ଲକ ଆଦିବାସୀ ସଙ୍ଘ ର ଆୟୋଜିତ ରେ ଟିଙ୍ଗିପଦର ଠାରେ ହୋଇଥିଲା l…
କଳାହାଣ୍ଡିରେ ଛତର ଯାତ୍ରାର ପ୍ରସ୍ତୁତି ବୈଠକ ଫୋକସ ପ୍ଳସ(କଳାହାଣ୍ଡି): କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ କଳାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବି ମା ମାଣିଙ୍କେଶ୍ୱରୀଙ୍କ ଆସନ୍ତା ୩ ତାରିଖରେ ହେବାକୁ ଥିବା ଛତର ଯାତ୍ରାକୁ ନେଇ ପ୍ରସ୍ତୁତି…
ଛଟ୍ ପୂଜାରେ ଦିଲ୍ଲୀରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ସରକାର ଶୁଖିଲା ଦିନ(Dry Day) ଘୋଷଣା କରିଛନ୍ତି | ଦିଲ୍ଲୀ17/11/2023; ଛଟ୍ ପୂଜାରେ ଦିଲ୍ଲୀରେ ସମସ୍ତ ମଦ ଦୋକାନ ବନ୍ଦ ରହିବ ବୋଲି ସରକାର ଶୁଖିଲା ଦିନ(Dry Day) ଘୋଷଣା କରିଛନ୍ତି | 36 ଘଣ୍ଟା ଧରି…