Breaking newsଅପରାଧ Breaking news:ଯୁବତୀଙ୍କୁ ଛୁରା ମାଡ଼! Sukanta NayakJanuary 6, 2025 କଟକ ମାଣିକ ଘୋଷ ବଜାରରେ ଛାତ୍ରୀଙ୍କୁ ଛୁରାମାଡ଼ରାସ୍ତା କଡ଼ରେ ଛିଡା ହୋଇଥିବା ବେଳେ ଛୁରାମାଡ଼ କରି ଯୁବକ ଫେରାରଗୁରୁତର ଛାତ୍ରୀ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତରିତଆକ୍ରମଣର କାରଣ ଅସ୍ପଷ୍ଟ, ପୁରୀଘାଟ ପୋଲିସର ତଦନ୍ତ ଜାରି
Shimla Masjid Case : ମସଜିଦ ବିବାଦ : ବିକ୍ଷୋଭକାରୀଙ୍କ ଉପରେ ପୋଲିସର ଲାଠିଚାର୍ଜ ହିମାଚୟାଳପ୍ରଦେଶ ଶିମଲା ଅନ୍ତର୍ଗତ ସଞ୍ଜୌଲି ଅଞ୍ଚଳର ପ୍ରବେଶ ପଥ ପାଲଟିଛି ରଣକ୍ଷେତ୍ର। ମୁହାଁମୁହିଁ ହୋଇଛନ୍ତି ବିକ୍ଷୋଭକାରୀ ଓ ପୁଲିସ୍। ସ୍ଥିତି ଏପରି ହୋଇଛି ଯେ ବିକ୍ଷୋଭକାରୀଙ୍କ ଘଉଡ଼ାଇବା…
ଦନ୍ତାହାତୀର ଗଳିତ ଶବ ଉଦ୍ଧାର ଫୋକସ ପ୍ଲସ (ବଡ଼ମ୍ବା) ୦୨/୦୭/୨୦୨୨: ପ୍ରାୟ ମାସେ ମଧ୍ୟରେ ବଡମ୍ବା ବନାଞ୍ଚଳରୁ 3 ଗୋଟି ଦନ୍ତା ହାତୀ ଗଳିତ ଶବକୁ ବିଭାଗୀୟ ସ୍ଵତନ୍ତ୍ର ଦାୟିତ୍ଵ ବଳ(ସ୍ପେସିଆଲ ଟାସ୍କ…
ଭାରତ ଆସୁଥିବା ଜାହାଜକୁ ଅପହରଣ କରିନେଲେ ‘ହାଉତି’ ବିଦ୍ରୋହୀ, ୨୫ ଚାଳକ ବନ୍ଧକ ନୂଆଦିଲ୍ଲୀ:ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲାଲ ସାଗରରେ ଏକ ମାଲବାହନୀ ଜାହାଜକୁ ହାଇଜାକ କରି ନେଇଛନ୍ତି । ଏଥିସହିତ ଚାଳକ ଦଳକୁ ମଧ୍ୟ ବନ୍ଧକ ରଖିଛନ୍ତି ।…