Breaking news ୫୦ ଏକରରୁ ଉର୍ଦ୍ଧ୍ଵ ଆଖୁ ଚାଷ କିଆରୀରେ ଲାଗିଲା ନିଆଁ। Sukanta NayakJanuary 19, 2025 ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁରେ ଜଳିଗଲା ୫୦ ଏକରରୁ ଉର୍ଦ୍ଧ୍ଵ ଆଖୁ ଚାଷ କିଆରୀରେ ଫସଲ । ତେବେ ନିଆଁ କେଉଁ ପରିସ୍ଥିରେ ଲାଗିଲା ତାହା ଜଣା ପଡି ନାହିଁ।
ପୁରୀରେ ହେବ ବିମାନ ବନ୍ଦର ପୁରୀରେ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀବିମାନ ବନ୍ଦରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁମୋଦନବିମାନ ବନ୍ଦର ଯୋଗୁଁ ଧାର୍ମିକ, ପର୍ଯ୍ୟଟନ ଓ ଆଞ୍ଚଳିକ…
ଶ୍ରମିକଙ୍କ ମଜୁରୀ ବୃଦ୍ଧି କଲେ କେନ୍ଦ୍ର ସରକାର ଶ୍ରମିକ ବିଶେଷକରି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କ୍ରମେ କେନ୍ଦ୍ର ସରକାର ସର୍ବନିମ୍ନ…
ତିନି ମାସରେ ପୁରଣ ହେବ ୩୪ ହଜାର ନିଯୁକ୍ତି odisha news : ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ…