ରାଜ୍ୟ ଆସନ୍ତା କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖିଆ । Sukanta NayakMarch 14, 2025 କାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀସରକାରୀ କାର୍ଯ୍ୟକ୍ରମରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀକାଲି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ16 ତାରିଖ ସନ୍ଧ୍ୟାରେ ଭୁବନେଶ୍ଵର ଫେରିବେ CM
ଡଙ୍ଗାରେ ବସି ବନ୍ୟା ସ୍ଥିତି ଦେଖିଲେ ରାଜସ୍ୱ ମନ୍ତ୍ରୀ ଫୋକସ ପ୍ଲସ(କଣାସ)୧୯/୦୮/୨୦୨୨: ବନ୍ୟା ଆସିଛି ଦୃଦର୍ଶା ବଢୁଛି । ରାଜ୍ୟ ର ପୁରୀ ଜିଲ୍ଲା କଣାସ ଅଞ୍ଚଳ ହେଉଛି ଚିଲିକା ଓ ତଳିଆ ଅଞ୍ଚଳ ଭାବେ ବେସ…
ଛତିଶଗଡ ରେ କେନ୍ଦୁପତ୍ର ଚୋରି ଫୋକସ ପ୍ଲସ(ମାଲକାନଗିରି)୦୭/୦୮/୨୦୨୨ : ମାଲକାନଗିରି ଜିଲ୍ଲାରେ କେନ୍ଦୁପତ୍ର ପଞ୍ଚାୟତ ଓ କେନ୍ଦୁପତ୍ର ବିଭାଗ କିଣୁଥିବା ବେଳେ ବର୍ତ୍ତମାନ ମାଲକାନଗିରି କୁ ବାହାର ରାଜ୍ୟର କେନ୍ଦୁପତ୍ର ଆସୁଥିବା ଦେଖିବାକୁ…
ନଦୀ ଘାଇରେ ୪୦ରୁ ଅଧିକ ଗାଁ ଜଳବନ୍ଦୀ ଫୋକସ ପ୍ଲସ(କୋଣାର୍କ)୧୮/୦୮/୨୦୨୨: ପୁରୀ ଜିଲ୍ଲା ଗୋପ ବ୍ଳକ ବେଦପୁର ପଞ୍ଚାୟତ କୁଶଭଦ୍ରା ନଦୀର ଖଣ୍ଡିଆକୂଦ ନିକଟରେ ୨୦ ଫୁଟର ଘାଇ,୮ଟି ପଞ୍ଚାୟତ ଜଳବନ୍ଦୀ ୪୦ ରୁ ଅଧିକ…