ରାଜ୍ୟ ଦୁଖଃଦ ଖବର!ପୂର୍ବତନ କଂଗ୍ରେସ ବିଧାୟକଙ୍କ ପରଲୋକ। Sukanta NayakMarch 21, 2025 ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଦେହାନ୍ତକେନ୍ଦ୍ରାପଡ଼ାର ଆଳି ଆସନରୁ ବିଧାୟକ ହୋଇଥିଲେକିଡ୍ନୀ ରୋଗରେ ୬୬ ବର୍ଷ ବୟସରେ ପରଲୋକଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
ରାଜ୍ୟରେ ୧୦୬ଟି ଏମରଜେନ୍ସି ରେସପନ୍ସ ବାହନର ଶୁଭାରମ୍ଭ ! ରାଜ୍ୟରେ ଜରୁରୀକାଳୀନ ସେବା ଭିତିଭୂମିରେ ଉନ୍ନତି ଆଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୋଲିସର ମିଳିତ ଆନୁକୂଲ୍ୟରେ ସାରା ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୧୦୬ଟି ଏମରଜେନ୍ସି…
ଡାଇରିଆ ଆତଙ୍କ, ୧୦ଦିନ ମଧ୍ୟରେ ୨ମୃତ ଫୋକସ ପ୍ଲସ(ବୋରିଗୁମ୍ମା)୨୦/୦୮/୨୦୨୨: କୋରାପୁଟ ଜିଲାକୁ ଲାଗିଛି ଡାଇରିଆ ଭୟ । ଜିଲ୍ଲାର ଦସମନ୍ତପୁର ବ୍ଲକ ପରେ ଏବେ ବୋରିଗୁମ୍ମା ବ୍ଲକ ରେ ବ୍ୟାପିଛି ଡାଇରିଆ ବ୍ଲକର ଉପାନ୍ତ…
ଢେଙ୍କାନାଳ ଜିଲ୍ଲାକୁ ମିଳିଲା ୫୦୨ କୋଟି ଟଙ୍କାର ପାନୀୟଜଳ ପ୍ରକଳ୍ପ ଫୋକସ ପ୍ଲସ(ଢେଙ୍କାନାଳ)୧୩/୦୮/୨୦୨୨: ଢେଙ୍କାନାଳ ବିଜେଡି କାର୍ଯ୍ୟାଳୟ ଠାରେ ଶନିବାର ପୂର୍ବାହ୍ନ ରେ ଏକ ଖବର ବାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଖବରଦାତ। ସମ୍ମିଳନୀ ରେ ରାଜ୍ୟ…