ଦେଶ ବିଦେଶ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେମୁ ଖ୍ୟମନ୍ତ୍ରୀ ମୋହନମାଝୀ Sukanta NayakApril 7, 2025 ଦିଲ୍ଲୀରେ କେତେକ ଗୁରୁତ୍ବପୂର୍ଣ୍ଣ MoU ହେବ ସ୍ବାକ୍ଷରିତIOCL, ISPRL, ପେଟ୍ରୋନେଟ LNG ସହ ହେବ ବୁଝାମଣାନୋଏଡ଼ାର HCL ଟେକ୍ନୋଲୋଜି ସହ ମଧ୍ୟ କଥା ହେବେ CMବହୁ ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋହନ
ମେଡ଼ିକାଲ ଶୌଚାଳୟ ରେ ପ୍ରସବ କଲେ ମହିଳା। ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଓଡ଼ାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ। ସକାଳେ ଜଣେ ଗର୍ଭବତୀ ମହିଳା ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ରେ ମେଡିକାଲ…
ଗୁରୁଙ୍କ ହୃଦୟ ଭାଙ୍ଗିଲେ ଭିନେଶ ହରିୟାଣା : ଚଳିତ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରେ ଅଯୋଗ୍ୟ ଘୋଷିତ ହେବାପରେ କୁସ୍ତିରୁ ସବୁଦିନ ପାଇଁ ସନ୍ୟାସ ଘୋଷଣା କରି ରାଜନୀତି ମୈଦାନକୁ ଏଣ୍ଟ୍ରି କରିଛନ୍ତି ଷ୍ଟାର…
ତାଇୱାନ ଉପରେ ଆମେରିକାର ନୀତି ‘ପରିବର୍ତ୍ତନ ହୋଇନାହିଁ’: ହ୍ହ୍ୱାଇଟ ହାଉସ ଫୋକସ ପ୍ଲସ(ବ୍ୟୁରୋ ) ୨୯/୦୭/ ୨୦୨୨:ରାଷ୍ଟ୍ରପତି ଜୋ ବିଡେନ ଚୀନ୍ର ଜିନପିଙ୍ଗଙ୍କୁ କହିଛନ୍ତି ଯେ, ତାଇୱାନର ସ୍ଥିତି ପରିବର୍ତ୍ତନ ପାଇଁ ଆମେରିକା ଉଦ୍ୟମକୁ ବିରୋଧ କରୁଛି ବୋଲି…