Breaking news ସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁ Sukanta NayakMay 31, 2025 ନୟାଗଡ଼ ଟାଉନ ଥାନା ମାନପୁରରେ ଚାଞ୍ଚଲ୍ୟଘର ଭିତରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାରପଞ୍ଚରିଡ଼ା ବନାଞ୍ଚଳର ଫରେଷ୍ଟର ଶିଶିର ସାହୁ ମୃତସ୍ତ୍ରୀ ଓ ପୁଅ ଶୋଇଥିବାବେଳେ ଘରୁ ବାହାରିଥିଲା ନିଆଁହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ, ପୋଲିସର ତଦନ୍ତ
ମୁଖ୍ୟମନ୍ତ୍ରୀ ଙ୍କ ଅଫିସ୍କୁ ବୋମାରେ ଉଡ଼ାଇବାକୁ ଧମକ ପାଟନା: ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଖବର ଅନୁଯାୟୀ, ଅଲ୍…
ଅଫେରା ରାଇଜରେ ଅନୁଗୋଳର କୁଶଧ୍ଵଜ ଫୋକସ ପ୍ଲସ 27/4/23(ଅନୁଗୁଳ): ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମର କୁଶଧ୍ଵଜଙ୍କ ର ପିଲାବେଳୁ ମୁହଁରେ ମାଂସପେଶୀ ବଢ଼ିଯାଇଥିଲା। ଫଳରେ ଅନେକ…
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାହେଲେ ପ୍ରକାଶ ମିଶ୍ର ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା…