ଅପରାଧ ଭିଜିଲାନ୍ସ ଜାଲରେ ମହିଳା ASI, ନେଉଥିଲେ ଲାଞ୍ଚ! Sukanta NayakJune 4, 2025 ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ASI୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସବ୍ରହ୍ମପୁର ମହିଳା ଥାନାର ASI ବବିତା ସୁନାଭିଜିଲାନ୍ସ ପକ୍ଷରୁ ଥାନାରେ କାଗଜପତ୍ର ଯାଞ୍ଚ
ରାଜ୍ୟରେ କେତେ ଅସୁରକ୍ଷିତ ନାବାଳିକା? ଗତ ତିନିବର୍ଷ ମଧ୍ୟରେ ୮୧୯ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ତାମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଦରଜ ହୋଇଛି ସର୍ବାଧିକ ୪୯୯ ମାମଲା। ନାବାଳିକାଙ୍କୁ କିପରି ସୁରକ୍ଷା…
ଘର ତାଲା ଭାଙ୍ଗି ଲୁଟ୍ ଫୋକସ ପ୍ଲସ 16/3/23(ବ୍ୟୁରୋ):ଅପରାଧୀ ଙ୍କ ଆଡ୍ଡା ପାଲଟିଛି ଚାନ୍ଦୋଳ ଅଞ୍ଚଳ ଘରେ କେହିନଥିବା ବେଳେ ଦୁର୍ବୁତ୍ତ ମାନେ ଘରେ ପସି ଜଣେ ଅବସର ପ୍ରାପ୍ତ ସରକାରୀ ଶିକ୍ଷକ…
ପୁରୁଣା କଳିକୁ କେନ୍ଦ୍ର କରି ଚାଲିଗଲା ଯୁବକର ଜୀବନ ବିହାର: ବିହାରର ଗୟାଜୀର ବୈରାଗୀ ମହଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି ଯୁବକ ମିଶି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ…