ଶିକ୍ଷା ସବୁ ସ୍କୁଲରେ ଲାଗିବ CCTV: ମନ୍ତ୍ରୀ Sukanta NayakJuly 23, 2025 CBSE ସ୍କୁଲ୍ ଭଳି ଓଡ଼ିଶାର ସବୁ ସ୍କୁଲରେ ଲାଗିବ CCTVସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଛାତ୍ରୀଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ସରକାରରାଜ୍ୟର ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି
ଗରିବଙ୍କୁ ଶିକ୍ଷା ଯୋଗାଇବ ଅଂଶୁମାନ ଟ୍ରଷ୍ଟ ଫୋକସ ପ୍ଲସ(ରସୁଲପୁର)୨୩/୦୮/୨୦୨୨: ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ୱଚ୍ଛା ସେବି ଅନୁଷ୍ଠାନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆଜି ଭିନ୍ନ ଏକ ପ୍ରୟାସ ରେ ସେବା କାର୍ଯ୍ୟ ଜାରି…
ଆପଣ କେବେ ଚିନ୍ତା କରିଛନ୍ତି କି, ଫୋନ୍ ଉଠାଇବା ସମୟରେ ‘ହେଲୋ’ କଣ ପାଇଁ କୁହାଯାଇଥାଏ? ‘ହେଲୋ’ ଶବ୍ଦର ଅର୍ଥ କ’ଣ ଏବଂ ଏହା କେଉଁଠୁ ଆସିଛି। ଏହା ପଛର ରହସ୍ୟ କ’ଣ ରହିଛି।ଅଧିକାଂଶ ଲୋକ ଏହାକୁ ଏକ କଥିତ ଭାଷା ବୋଲି କହିଥାନ୍ତି…
ନିଯୁକ୍ତି ପରୀକ୍ଷାର ଫି’ ଫେରିପାଇବେ ପରୀକ୍ଷାର୍ଥୀ ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ ପ୍ରଦାନ ଓ ଫେରସ୍ତ ନିୟମାବଳୀ 2025କୁ ମିଳିଲା ମଞ୍ଜୁରୀ ।ଏଣିକି କେବଳ SC/ST ଓ ଭିନ୍ନକ୍ଷମ ଆଶାୟୀଙ୍କୁ ପରୀକ୍ଷା ଫିସ୍ ଛାଡ଼…