accident ବସ୍ ବାଇକ୍ ଧକ୍କା,୨ମୃତ Sukanta NayakAugust 8, 2025August 11, 2025 ବୌଦ୍ଧ: ବୌଦ୍ଧରେ ବସ୍-ବାଇକ୍ ମୁହାଁମୁହିଁ ଧକ୍କା; ୨ ବାଇକ୍ ଆରୋହୀ-ବାଉଁଶୁଣୀ ଥାନା ଗଜରାଜପୁର ଛକ ନିଟକରେ ଦୁର୍ଘଟଣା-ଭୁବନେଶ୍ବରରୁ ଉମରକୋଟ ଅଭିମୁଖେ ଯାଉଥିଲା ବସ୍-ବିଳମ୍ବିତ ରାତିରେ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ମୃତ
ରୁକସାନାଙ୍କ ମୃତ୍ୟ,ସନ୍ଦେହରେ ସମ୍ବଲପୁରୀ ଗାୟକ ରୁକୁ ସୁନା ସମ୍ବଲପୁର ଗାୟିକା ରୁକ୍ ସାନା ବାନୋଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସୋସିଆଲ ମିଡିଆରେ ରିଲ୍ସ ସହ ଅନେକ ଆଲବମ କରି ପଶ୍ଚିମ ଓଡିଶାରେ…
ନାଳରେ ଭାସିଗଲା କାର: ୮ ମୃତ ମଧ୍ୟପ୍ରଦେଶ ଅଗର ମଲୱା ଜିଲ୍ଲାରେ ଅଭାବନୀୟ ଘଟଣା । ମଧ୍ୟପ୍ରଦେଶରେ ଭାସିଗଲେ ୮ ଓଡ଼ିଆ ଶ୍ରଦ୍ଧାଳୁ । ପ୍ରବଳ ବର୍ଷାରେ ଏକ ନାଳରେ ଭାସିଗଲା କାର୍ ।…
ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା