ରାଜନୀତି ଚଳିତ ବିଧାନସଭାରେ କଂଗ୍ରେସ ଆଣିବ ଅନାସ୍ଥା Sukanta NayakAugust 12, 2025 ଚଳିତ ବିଧାନସଭାରେ କଂଗ୍ରେସ ଆଣିବ ଅନାସ୍ଥାସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ‘ବିଜେଡି ଆଣିଲେ ଭଲ, ନଚେତ କଂଗ୍ରେସ ଅନାସ୍ଥା ଆଣିବ’‘ବିଜେଡି ନ ଆଣିଲେ ଡ୍ରାମା କରୁଛି ବୋଲି ଭାବିବା’‘ଏନେଇ ଦଳୀୟ ବିଧାୟକଙ୍କୁ ହୁଇପ କରାଯିବ’
ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ…
କଂଗ୍ରେସରେ ମିଶିବ ବିଜେଡି ଚଳିତ ଲୋକସଭା ନିର୍ବାଚନରେ ବିଜେପି କେନ୍ଦ୍ରରେ ସରକାର ଗଢ଼ିଥିଲେ ମଧ୍ୟ ଲୋକସଭାରେ ମ୍ୟାଜିକ ନମ୍ବର ଛୁଇଁପାରିନଥିଲ | NDA ର ସହଯୋଗୀ ଦଳ ମାନଙ୍କ ସାହାଯ୍ୟରେ ୨୪୨ଟି…
ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ ଫୋକସ ପ୍ଲସ 26/5/22( କୋଦଳା): ଜଣେ କାଉନସିଲରଙ୍କ ଭିତ୍ତିହୀନ ଯୁକ୍ତି ଯୋଗୁଁ ଆଜି କୋଦଳା ଏନଏସି ବୈଠକ ଅଧାରୁ ବନ୍ଦ ହୋଇଯାଇଛି। ସୂଚନା ଅନୁସାରେ ୭ ଦିନ…