ସାହାର୍ଯ୍ୟ ପାଇଁ ପାକିସ୍ଥାନର ନେହୁରା

ଖାଦ୍ୟ ପାଇଁ ଛଟପଟ ପାକିସ୍ଥାନ । ଲେଡୁଛି ସାହାର୍ଯ୍ୟ । ପାକିସ୍ଥାନରେ ହାହାକାର । ଖାଦ୍ୟ ପାଇଁ ତରସୁଛି ପାକିସ୍ଥାନ । ଆମେରିକାକୁ ଲୋଡିଛି ସାହାର୍ଯ୍ୟ । ଅଟା କିଲୋ ପିଛା ୬୦ରୁ ୧୨୦କୁ ବୃଦ୍ଧି । ଗତ ୨ବର୍ଷ ହେବ ଚାଲିଛି ଖରାପ ଚାଷ କାର୍ଯ୍ୟ । ବିଗୁଡିଛି ପରିସ୍ଥିତି । ଚଳିତ ବର୍ଷ ଏପ୍ରିଲ ମାସରୁ ବଢୁଛି ତୁହାକୁ ତୁହା ଖାଦ୍ୟ ସାମଗ୍ରୀ ରେଟ । ଇସଲାମାବାଦ ଓ ରାଫ୍ୱଲପିଣ୍ଡିରେ ଗୋଦାମ ଖାଲି ହୋଇଥିବା ସୂଚନା । ଅଚାନକ ବଢିଲା ଖାଦ୍ୟ ରେଟ୍ । ଖାଦ୍ୟ ସଙ୍କଟରେ ମିଳୁନି ଅଟା । ଖାଦ୍ୟ ଅନାଟନରେ ପାକିସ୍ଥାନ ବାସୀ । ଏବେ ଖାଦ୍ୟ ପାଇଁ ସାହାର୍ଯ୍ୟ ଲୋଡୁଛି ପାକିସ୍ଥାନ ।

Leave a Reply

Your email address will not be published. Required fields are marked *