accident ପିକ୍ଅପ୍ ଭ୍ୟାନ୍ ଓଲଟି ୧୨ ଗୋରୁ ମୃତ Sukanta NayakNovember 20, 2025 ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଗୋରୁ ବୋଝେଇ ଭ୍ୟାନ୍, ୧୨ ଗୋରୁ ମୃତଗ୍ରାମାଞ୍ଚଳ ଥାନା ଗେଲଟୁଆ ନିକଟରେ ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍ଗୋ-ମାଫିଆ ଓ ଭ୍ୟାନ୍ ଡ୍ରାଇଭର ଫେରାର, ଗ୍ରାମାଞ୍ଚଳ ପୋଲିସର ତଦନ୍ତ
ରାସ୍ତା ତଳକୁ ଖସିଲା ବସ୍ ଭଦ୍ରକ : ଔପଦାରୁ ଭୁବନେଶ୍ବର ଯାଉଥିବାବେଳେ ଆଗରପଡା ବରପଦା ରାସ୍ତାର ଧୋବା ଗଡିଆ ଛକରେ ଭାରସାମ୍ୟ ହରାଇ ବସଟି ତଳକୁ ଖସି ପଡିଲା । ଓଭରଟେକ କରୁ…
ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର -ସୋର: ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର-ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତ-ବିଲରେ କାମ କରୁଥିବା ବେଳେ ଅଘଟଣ, ଗୁରୁତର ହସ୍ପିଟାଲରେ ଭର୍ତ୍ତି
କ୍ରିକେଟ ପାଇଁ ମହାଭାରତ ଫୋକସ ପ୍ଲସ 22/4/23 (ବ୍ୟୁରୋ):ବର୍ତମାନର ଖବର ଯାହା କ୍ରିକେଟ ପାଇଁ ମହାଭାରତ I ବିଜେବି କଲେଜରେ ଘଟିଛି ଏହିଭଳି କାଣ୍ଡ I କଲେଜ କ୍ୟାମ୍ପସରେ ରେ ହୋଇଛି…