“ଗ୍ରାଫିକ୍ସ ରୁ ଆରମ୍ଭ ପ୍ରତ୍ୟେକ ଲେଖା ରେ ୱାର୍ଡ ” ପୁରାଣ ଇତିହାସ ଗ୍ରାଫିକ୍ସରେ ଲେଖା ରହିବ “

ସ୍ଲଗ -ପ୍ରଶାସନ ସାଜିଛି କଳା ପାହାଡ଼।

         ଭଙ୍ଗା ଜୀବ ଐତିହାସିକ

“କୁଞ୍ଚକୋଠି” ଜଗନ୍ନାଥ ମନ୍ଦିର,…..,

           ଲିଭିଯିବ ଇତିହାସ ପୃଷ୍ଠାରୁ….

ଅଚ୍ୟୁତନନ୍ଦ ଦାସ ଙ୍କ ମାଳିକା ବର୍ଣ୍ଣିତ ଶିବ କଳ୍ପ ରେ ଲିଖିତ କଥା”ସାର ….

                      ଲବଣ ଧାର ର ଉତ୍ତର ପାର୍ଶ୍ଵ ର ଉତ୍ତର ଦିଗ କୁ ତହିଁକି ମୋ ଦୃଷ୍ଟି ଥିବ…. ଜିତେନ୍ଦ୍ରିୟ ଭକ୍ତ ଅବଧୂତ ଗତ ଅଚ୍ୟୁତ ବଚନ ଦ୍ରୁବ “

ଅଚ୍ୟୁତାନନ୍ଦ ଙ୍କ ଏହି ସାର ବର୍ଣ୍ଣିତ

ମାଳିକା ବର୍ଣ୍ଣିତ ଅଧାତ୍ମିକ ସ୍ଥଳ,

ଆଜି ମାଟି ରେ ମିଶିବାକୁ ଯାଉଛି! କେନ୍ଦ୍ରାପଡ଼ା ମାର୍ଶାଘାଇ ତହସିଲଦାର ଏହି ସ୍ଥାନ କୁ କିସମ “ଗୋଚର ଦର୍ଶାଇ କଳା ପାହାଡ଼ ଭଳି ଇତିହାସ ପୃଷ୍ଠା ରୁ ଲିଭାଇଦେବାକୁ ଚାହୁଁଛନ୍ତି!” କୁଜଙ୍ଗ ରାଜା ଦେଇ ଥିବା ଦାନ ରେ ଐତିହାସିକ ସ୍ଥଳ ଉର୍ନତି ହୋଇ ଆସୁଥିଲା କିନ୍ତୁ ଏହାକୁ ଏକ ଷଡଯନ୍ତ୍ର କରି ପ୍ରଭୁ ଜଗନ୍ନାଥ ଙ୍କ ଜମି କୁ ଗୋଚର ” ଦର୍ଶାଇ କଳା ପାହାଡ଼ ଭଳି ମନ୍ଦିର ର ଇତିହାସ କୁ ଆଗାମୀ ପିଢ଼ି ବୁଝିବା ଜାଣିବା ପୂର୍ବରୁ ଏହା ଲିଭି ଯାଇଥିବ-ଏହାକୁ ବଞ୍ଚାଇବା ପାଇଁ ଗ୍ରାମ ବାସି ଦୀର୍ଘବର୍ଷ ଲଢେଇ କରି ଆସୁଛନ୍ତି! ଏହି ସ୍ଥାନ ପାଇଁ ଓଡିଶା ହାଇକୋର୍ଟ ରେ ବିଚାର ଧୀନ ଥିଲା ବେଳେ ସର୍ଟ ନୋଟିସ ରେ ଏହାକୁ 7/5/2026 ରେ ଲାଗୁ କରଥିବା ବେଳେ ଏହା ପାରିତ ହୋଇ  ମନ୍ଦିର ଦାୟିତ୍ୱ ରେ ଥିବା କର୍ମକର୍ତା ଙ୍କ ପାଖରେ ପହଂଚିଛି 19/5/2026 ରେ ପହଂଚିଛି – ମନ୍ଦିର ଠାରୁ କେନ୍ଦ୍ରାପଡ଼ା ମାର୍ଶାଘାଇ ତହସିଲଦାର ର ଦୂରତା ମାତ୍ର 4 / ରୁ 5 କିଲୋ ମିଟର ଭିତରେ ହୋଇ ଥିଲା ବେଳେ ଏହାକୁ ଜାଣତରେ ଗ୍ରାମ ବାସୀ ମାନଂକୁ ବିଳମ୍ୱ ରେ ନୋଟିସ କୁ ହସ୍ତାନ୍ତର କରିଥିବାରୁ ଏହା ପଛରେ କୌଣସି ଷଡଯନ୍ତ୍ରବାରି ହୋଇ ପଡୁଛି!

Leave a Reply

Your email address will not be published. Required fields are marked *