
ଘୁଞ୍ଚିଲା ଦାରା ସିଂ ମାମଲା ଶୁଣାଣି । ସୁପ୍ରିମକୋର୍ଟରେ ଦାରା ସିଂର ମୁକ୍ତି ମାମଲାଘୁଞ୍ଚିଲା । ୩ ସପ୍ତାହ ପର୍ୟ୍ୟନ୍ତ ଶୁଣାଣି ଘୁଞ୍ଚାଇଲା ସୁପ୍ରିମକୋର୍ଟ । ସମୟ ମାଗିଲେ ଦାରାଙ୍କ ଓକିଲ ଏ ପି ସିଂ ।ଫଳରେ ଏବେ ଜେଲରୁ ବାହାରି ପାରିବେନି ଦାରା ସିଂ । ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଜେଲରେ ବନ୍ଦୀ ଜୀବନ ବିତୋଉଥିବା ଦାରା ସିଂଙ୍କ ମୁକୁଳିବା ସମ୍ଭାବନା କ୍ଷୀଣ ହୋଇଛି । ଆଗୁଆ ମୁକ୍ତି ପାଇଁ ହୋଇଥିବା ଦାରାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଝଝଜଈ । ଗତ ୩୧ ତାରିଖରେ ହୋଇଥିବା ଝଝଜଈ ବୈଠକରେ ଖାରଜ କରାଯାଇଥିଲା । ପୂର୍ବରୁ ୫ ଥର ଦାରାଙ୍କ ପିଟିସନ୍କୁ ଖାରଜ କରିଛିSSRB….
