
ବିଧାୟକଙ୍କ ବିଧାୟକ ପଦ ରଦ୍ଦ ମାମଲା: ୨୯କୁ ଘୁଞ୍ଚିଲା ଶୁଣାଣି
୩ ବିଜେଡି ବିଧାୟକ ପଦ ରଦ୍ଦ ପ୍ରସଙ୍ଗରେ ହୋଇଥିଲା ଶୁଣାଣି ।
ବିଧାୟକ ଅରବିନ୍ଦ ମହାପାତ୍ର, ସୌଭିକ ବିଶ୍ୱାଳ ଓ ସନାତନ ମହାକୁଡ଼ ।
ପ୍ରତିପକ୍ଷଙ୍କୁ ସତ୍ୟପାଠ ଜରିଆରେ ଜବାବ ଦାଖଲ ନିର୍ଦ୍ଦେଶ ।
ବାଚସ୍ପତିଙ୍କ ନିର୍ଦ୍ଦେଶ ବିରୋଧରେ ଆବେଦନ ହୋଇଥିଲା ।
ବିରୋଧୀଦଳ ମୁଖ୍ୟ ସଚେତକ କରିଥିଲେ ଆବେଦନ ।
ବିଧାୟକ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଥିଲା ବିଜେଡି ।
ବାଚସ୍ପତି ଖାରଜ କରିବାରୁ ହାଇକୋର୍ଟ ଯାଇଥିଲା ବିଜେଡି ।
