ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ।

ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍‌ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍‌ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ

ଲର୍ଡ୍ସ ଗ୍ରାଉଣ୍ଡରେ ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା

ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଟ୍ରଫି ଜିତି ଇତିହାସ ରଚିଲାଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇ ଦକ୍ଷିଣ ଆଫ୍ରିକା WTC ଚାମ୍ପିୟନ୨୮୨ ଟାର୍ଗେଟକୁ ୫ ୱିକେଟ ହରାଇ ହାସଲ…

ବ୍ଲାକ ବକ୍ସରୁ ଅନେକ ତଥ୍ୟ ମିଳିପାରିବ: ମନ୍ତ୍ରୀ,ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ପ୍ରେସ ମିଟ

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ PC‘ଦୁର୍ଘଟଣା ବେଳେ ୬୫୦ ଫୁଟ୍‌ ଉପରେ ଥିଲା ବିମାନ’‘ଉଡ଼ାଣ ଭରିବାର କିଛି ସେକେଣ୍ଡରେ କ୍ରାସ’‘ଇମର୍ଜେନ୍ସି ସୂଚନା ଦେଇଥିଲେ ପାଇଲଟ୍’‘ଗତାକାଲି ଉଦ୍ଧାର ହୋଇଛି…

ଯାଜପୁରରେ ହଇଜା :ଚିକିତ୍ସିତ ହେଉଛନ୍ତି ୨୧୩ ରୋଗୀ,କେନ୍ଦ୍ରରୁ ଆସିବ ଟିମ୍‌

ଓଡ଼ିଶା ଆସିବ କେନ୍ଦ୍ର ସରକାରଙ୍କ ୧୪ ଜଣିଆ ଟିମ୍‌ICMR, WHO, ଖାଦ୍ୟ ସୁରକ୍ଷା ଓ NCDC ଟିମ୍‌ଯାଜପୁରର ୪୧ ସାମ୍ପୁଲରୁ ୮ ହଇଜା ଚିହ୍ନଟ ସୂଚନାଯାଜପୁରରେ ଚିକିତ୍ସିତ…