Breaking news BREAKING:ବିଷାକ୍ତ ଛତୁ ଖାଇ ୪ ଜଣ ଗୁରୁତର Sukanta NayakJune 25, 2025 -ଆନନ୍ଦପୁର: ବିଷାକ୍ତ ଛତୁ ଖାଇ ୪ ଜଣ ଗୁରୁତର-ବାଲିଆ ଗାଁରେ ଗୋଟିଏ ପରିବାରର ସମସ୍ତେ ଗୁରୁତର-ସମସ୍ତ ଗୁରୁତର ଆନନ୍ଦପୁର ମେଡିକାଲରେ ଭର୍ତ୍ତି
ସରକାରଙ୍କ ନୂଆ ଘୋଷଣା, ଝିଅ ବାହାଘର ପାଇଁ ମିଳିବ 51 ହଜାର ଟଙ୍କା ଭୁବନେଶ୍ୱର: ଆସିଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ବିବାହରେ ସହଯୋଗ ଏବଂ ପରିବାରର ଆର୍ଥିକ…
ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ସ୍କୁଲ ଛୁଟି ଘୋଷଣା ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଗୁରୁବାର ଠାରୁ ପ୍ରବଳ ବର୍ଷା ଜାରି ରହିଥିବା ଯୋଗୁଁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।…
ଡରାଉଛି 2025 କେଉଁଠି ଗୁଳି ମାଡ଼ ତ କେଉଁଠି ଲୁଟ, ପାଟ।ପୁଣି ଏବେ ଖବର ଆସୁଛି ସିଲିଣ୍ଡର ଫାଟି ମାଆ ଓ ୨ ଝିଅ ଗୁରୁତର ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ଘରମାଆ ଶେଫାଳି ଓ ଦୁଇ ଝିଅ ଗୁରୁତର ଆହତସଂକଟାପନ୍ନ ମାଆ ଓ ସାନଝିଅ କଟକ ସ୍ଥାନାନ୍ତରିତଢେଙ୍କାନାଳ ବେଲଟିକିରି ପଞ୍ଚାୟତ ବନ୍ଧ ନୂଆଗାଁର…