ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ରାଷ୍ଟ୍ରପତିଙ୍କୁ ଭେଟିଲେ ୩ସେନା ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ୩ ସେନା ମୁଖ୍ୟସ୍ଥଳ-ବାୟୁ-ନୌସେନା ମୁଖ୍ୟଙ୍କୁ ଭେଟିଛନ୍ତି ରାଷ୍ଟ୍ରପତିCDS ଅନୀଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେଅପରେସନ ‘ସିନ୍ଦୁର’ର…

ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍

-ଜାମୁ କାଶ୍ମୀରର ବିଭିନ୍ନ ସ୍ଥାନରେ SIAର ରେଡ୍-ସୋଫିଆନ, କୁଲଗାମ, ପୁଲଓ୍ବାମା ଓ ଅନନ୍ତନାଗରେ ଚେକିଂ-ଆତଙ୍କୀ ଆକ୍ରମଣ ଘଟଣାରେ ଛାନବିନ୍-ସୀମାରେ ଧିରେ ଧିରେ ସୁଧୁରୁଛି ସ୍ଥିତି

ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ ଅଗ୍ନିକାଣ୍ଡ

ଗୁଣୁପୁର ଜିଆଇଇଟି ବିଶ୍ଵବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ। କମ୍ପୁଟର ବିଭାଗରେ ସର୍ଟସର୍କିଟରୁ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା…

୧୧ଟି ଟ୍ରେନ ବାତିଲ….

ସାମ୍ପ୍ରତିକ ସ୍ଥିତିରେ ୧୧ଟି ଟ୍ରେନ୍‌ ବାତିଲ, ୯ ଆଂଶିକ ବାତିଲ-ଭୁବନେଶ୍ବର ଦେଇ ଯାଉଥିବା ହୀରାକୁଦ ଏକ୍ସପ୍ରେସ୍‌ ଆଂଶିକ ବାତିଲ-ବିଶାଖାପାଟଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯିବ, ଅମୃତସର ଯିବନି-ସମ୍ପୂର୍ଣ୍ଣ ଓ…

ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଗଲା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ରାଜଧାନୀ ନୂଆଦିଲ୍ଲୀରେ ଥିବା ଦିଲ୍ଲୀ ଇଣ୍ଡିଆ ଗେଟ୍‌‌କୁ ଖାଲି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘରକୁ ଯିବାକୁ କୁହାଯାଇଛି। ଭାରତ ଏବଂ…

ପୁରୀରେ ହେବ ବିମାନ ବନ୍ଦର

ପୁରୀରେ ବିମାନ ବନ୍ଦର ନିର୍ମାଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀବିମାନ ବନ୍ଦରକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଅନୁମୋଦନବିମାନ ବନ୍ଦର ଯୋଗୁଁ ଧାର୍ମିକ, ପର୍ଯ୍ୟଟନ ଓ ଆଞ୍ଚଳିକ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ

ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଲେ ଅନୁରୋଧ କହିଲେ, ‘ଆତଙ୍କୀ ହମଲା ନେଇ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ”ମିଳିତ ଭାବେ ଦେଶ ସଙ୍କଟ ଉପରେ ଆଲୋଚନା ଜରୁରୀ’: ରାହୁଲ

ଢାବା ମାଲିକଙ୍କୁ ଗୁଳିକରି ଚମ୍ପଟ ‘ ମାରୁଥିଲେ,ପୋଲିସର ୨ ଡକାୟତଙ୍କୁ ଏନକାଉଣ୍ଟର

ରାଉରକେଲାରେ ଡବଲ ଏନକାଉଣ୍ଟରଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସର ଏନକାଉଣ୍ଟରଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟରଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ, ହୋଇପାରେ ବଡ଼ ଆକ୍ସନ।

ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା-ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର-ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ-ରାଷ୍ଟ୍ରପତିଙ୍କୁ…

ଗୌତମ ଗମ୍ଭୀରଙ୍କୁ ISIS କାଶ୍ମୀର ପକ୍ଷରୁ ହତ୍ୟା ଧମକ;ଦିଲ୍ଲୀ ପୋଲିସର ତନାଘନା

ISIS କାଶ୍ମୀର ପକ୍ଷରୁ ହତ୍ୟା ଧମକ ଇ-ମେଲ ଜରିଆରେ ଧମକ ମେସେଜ୍ ଭାରତୀୟ କ୍ରିକେଟ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଧମକପୂର୍ଣ୍ଣ ମେସେଜ୍ ନେଇ ଜଣାଇଲେ ଗମ୍ଭୀର…

ଓଲଟିଲା ଦଣ୍ଡନାଚ ଗାଡ଼ି

ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ