AORA ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ,ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ,ସାମ୍ବାଦିକ ମାନଙ୍କୁ ସୁରକ୍ଷା ସଙ୍ଘର ପ୍ରଥମ ଦାୟିତ୍ୱ।

ଅଲ ଓଡିଶା ରିପୋର୍ଟରସ ଆସୋସିଏସନ ର ପ୍ରତିଷ୍ଠା ଦିବସ ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ, ସାମ୍ବାଦିକ ମାନଙ୍କୁ ସୁରକ୍ଷା…

ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ

କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର…

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତ

ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ମମତା ମହନ୍ତଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ମମତା !ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ମମତା ମହନ୍ତବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ମମତାଆସନ୍ତାକାଲି…

ପରିଚୟ ପତ୍ର ନଥଲେ ନିଜ ଦେଶକୁ ଫେରିଯାଅ:ଆଇନମନ୍ତ୍ରୀ, ଅନୁପ୍ରବେଶକାରୀ ଙ୍କୁ ଝଟକା!

ରାଜ୍ୟରେ ଚିହ୍ନଟ ହେବେ ଅନୁପ୍ରବେଶକାରୀ । ବାଂଲାଦେଶ ସଙ୍କଟ ପରେ ବୁଲା ବିକାଳିଙ୍କ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ କାମ କରୁଥିବା…

ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର

-ସୋର: ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର-ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତ-ବିଲରେ କାମ କରୁଥିବା ବେଳେ ଅଘଟଣ, ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବଡ଼ ଖବର || ଓଡ଼ିଶା ପାଇଁ ୩ ରେଳପ୍ରକଳ୍ପ

୮ଟି ବଡ଼ ରେଳ ପ୍ରକଳ୍ପକୁ କ୍ୟାବିନେଟରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ-ପ୍ରେସମିଟ୍‌ରେ ସୂଚନା ଦେଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ-‘୮ଟିରୁ ୩ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା…

ବଡ଼ମେଡିକାଲରେ ବଡ଼ ଦୁର୍ଘଟଣା

କଟକ: ବଡ଼ମେଡିକାଲରେ ଆଜି ବଡ଼ ଦୁର୍ଘଟଣା ଘଟିଛି। ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ଏକ କ୍ରେନ୍‌ ଭାଙ୍ଗିପଡ଼ିଛି। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକ ଆହତ ହୋଇଥିବା ସୂଚନା…