ବର୍ଷା ରୁତୁରେ ନିଜକୁ ତଥା ପରିବାରକୁ ସୁସ୍ଥ ରଖିବାର ସରଳ ଉପାୟ |

ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ବର୍ଷାଋତୁରେ ବିଭିନ୍ନ ଜଳବାହିତ ରୋଗ ଥଣ୍ଡା,ଜ୍ୱର ଆଦି ରୋଗ ଅଧିକ ମାତ୍ରାରେ ଜଣକ ଠାରୁ ଜଣକୁ ସଂକ୍ରମଣ ହୋଇଥାଏ | ତେଣୁ ସେଥିରୁ…

ସମନ୍ଥ ରୁଥ ପ୍ରଭୁଙ୍କ ଠାରୁ ଅଲଗା ହେବା ପରେ ନାଗାଚୈତନ୍ୟ କାହାକୁ ଡେଟ କରୁଛନ୍ତି କି ?

ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨ : ନିକଟରେ ସମନ୍ଥରୁଥ ପ୍ରଭୁଙ୍କ ଠାରୁ ଅଲଗା ହୋଇ ନାଗାଚୈତନ୍ୟ ସୋବିତା ଧୁଲିପାଲାଙ୍କୁ ଡେଟ କରୁଥିବା ଜଣାଯାଇଛି। ନିକଟରେ ଅଭିନେତ୍ରୀ ଆଦୀ ସେଶଙ୍କ…

ଅସରାଏ ବର୍ଷା ଆଜି ଜନଜୀବନ ଅସ୍ତ ବ୍ୟସ୍ତ କରି ଦେଉଛି

ଫୋକସ ପ୍ଲସ (ବ୍ୟୁରୋ)୧୩/୦୭/୨୦୨୨ : ଅସରାଏ ବର୍ଷା ଆଜି ଜନଜୀବନ ଅସ୍ତ ବ୍ୟସ୍ତ କରିଦେଉଛି । ସମସ୍ତେ କାନ୍ଦୁଛନ୍ତି କିନ୍ତୁ କାହାରି ଆଖିରେ ଲୁହ ନାହିଁ। ଏହା…

ଦିବ୍ଯାଙ୍ଗ ଚିତ୍ରଶିଳ୍ପୀ

ଫୋକସ ପ୍ଲସ (ବସ୍ତା)୧୩/୦୭/୨୦୨୨ : ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା , ଯାହା ପ୍ରମାଣ କରି ଦେଖାଇଛନ୍ତି ଦିବ୍ଯାଙ୍ଗ ବାଳିକା ନିଳୀମା…

ଏକ ଇଞ୍ଚର ଜଗନ୍ନାଥଙ୍କ ମୂର୍ତ୍ତି ଏବେ ଚର୍ଚ୍ଚାରେ

ଫୋକସ ପ୍ଲସ (ବୌଦ୍ଧ)୧୦/୦୭/୨୦୨୨ : ବିଭିନ୍ନ ସମୟରେ ବିଭିନ୍ନ ଚିତ୍ରଶିଳ୍ପୀ ହୁଅନ୍ତୁ ଅବା କଳାକାର ତାଙ୍କର ବିଭିନ୍ନ ପ୍ରତିଭା କୁ ପ୍ରତିପାଦିତ କରିବା ପାଇଁ କିଛି ନିଆରା…

ବିଦାୟ ବନ୍ଧୁ ସିଞ୍ଜୋ ଆବେ …

ଫୋକସ ପ୍ଲସ (ବ୍ୟୁରୋ)୦୯/୦୭/୨୦୨୨: ସୂର୍ଯ୍ୟୋଦୟର ଦେଶ ଜାପାନ ଗତ ଆଠ ଜୁଲାଇର ଏକ ଅଶୁଭ ମୁହୂର୍ତ୍ତରେ ତାଙ୍କର ପ୍ରିୟ ନେତା , ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା…

ଚଳଚିତ୍ର କାଳୀ ପୋଷ୍ଟର କୁ ନେଇ ଉପୁଜିଲା ବିବାଦ

ଫୋକସ ପ୍ଲସ (ବ୍ୟୁରୋ) ୦୫/୦୭/୨୦୨୨: ଚଳଚ୍ଚିତ୍ର ନିର୍ମାତା ଲୀନା ମଣିମେକାଲାଇ ତାଙ୍କ ନିକଟରେ ହୋଇଥିବା ଡକ୍ୟୁମେଣ୍ଟାରୀର ପୋଷ୍ଟର ଟ୍ୱିଟ କରିବା ପରେ ବିବାଦର ସମାଧାନ କରିଛନ୍ତି ଯେଉଁଥିରେ…

ଦେଶର ଶାନ୍ତି ସ°ହତି ପାଇଁ ବାକ୍ ସ°ଯମତା ଜରୁରୀ

ଫୋକସ ପ୍ଲସ (ବ୍ୟୁରୋ) ୦୩/୦୭/୨୦୨୨: କାହାର ମତାମତ ଯେତେ ବ୍ୟକ୍ତିଗତ ହେଲେ ମଧ୍ୟ ତାହା ଯଦି ଦେଶର ଶାନ୍ତି ଓ ସୈ।ହାର୍ଦ୍ୟର ହନନ କରିବାର କାରଣ ହେଉଥାଏ,…