ଓଡ଼ିଶା ମୁହାଁ ଭୀଷଣ ବାତ୍ୟା ‘ଅକଭାନ୍’, ୨୦ରେ ଲ୍ୟାଣ୍ଡଫଲ୍ ଆଶଙ୍କା

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ବିପଦ। ଓଡ଼ିଶା ମୁହାଁ ଭୀଷଣ ବାତ୍ୟା ‘ଅକଭାନ୍’। ବାରମ୍ବାର ଗତିପଥ ବଦଳାଇବା ପରେ ଏବେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା। ଏହାକୁ…