କିନ୍ନର ପଦ୍ମିନୀ ଙ୍କ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କଲେ କିନ୍ନର ସଂଘ।

ଯାଜପୁର, ବଡ଼ଚଣା18/12/2023; ବାଜା ବାଜୁଛି, ବାଣ ଫୁଟୁଛି ରୋଷଣୀ କରି ହୁଏତ ବର ଆସୁଥିବା ଦୃଶ୍ୟ ଭଳି ମନେ ହେଉଛି। ହେଲେ ଏ ଦୃଶ୍ୟ କୁ ଟିକେ…