ବିହାରରେ ଯୋଜନା ବର୍ଷା, ମୈଦାନରେ ମୋଦି

ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନ୍‌ଡିଏ ପାଇଁ ପ୍ରଚାର କରୁଛନ୍ତି। ଆରାରେ ବିରୋଧୀଙ୍କୁ…

ଜୟଙ୍କ ପାଇଁ ପ୍ରଚାର କରୁଛନ୍ତି କନ୍ଧମାଳ ସାଂସଦ

ନୂଆପଡା ଉପନିର୍ବାଚନ ପାଇଁ ଜୋରସୋର କମ୍ପୁଛି ପ୍ରଚାର ମୈଦାନ। ଲାଗିପଡ଼ିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର…

କାଲିଠୁ ସୁଭଦ୍ରା ଆବେଦନ

୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଆବେଦନ କରିପାରିବେ-ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ଆବେଦନ କରିପାରିବେ-ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା-ଯେଉଁମାନେ ୨୦ରୁ ୨୧ ବର୍ଷରେ ପହଞ୍ଚିଲେ…

ଆଉ ଏକ ଆମେରିକୀୟ କମ୍ପାନୀ ଭାରତରେ 3,250 କୋଟି ଟଙ୍କା ନିବେଶ କରିବାକୁ ଯୋଜନା

ଫୋର୍ଡ ଶୁକ୍ରବାର ଚେନ୍ନାଇରେ ଉତ୍ପାଦନ ପୁନଃଆରମ୍ଭ କରିବାର ଘୋଷଣା କରିଛି, ଏହା କମ୍ପାନୀ 2021 ମସିହାରେ ଭାରତୀୟ ବଜାରରେ କାର୍ଯ୍ୟ ବନ୍ଦ କରିବା ପରେ ନିଆଯାଇଛି। ଆମେରିକା…

Breaking :ଓଡ଼ିଶାରେ ହେବ ୯୨ଟି ରେଳ ଓଭର୍‌ବ୍ରିଜ୍।

କେନ୍ଦ୍ରକୁ ଅନୁରୋଧ କରିଥିଲା ରାଜ୍ୟ ସୂଚନାଯୋଗ୍ୟ ଯେ ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍‌ ଗୁଡ଼ିକୁ ୫୦-୫୦ ଅନୁପାତରେ ଏଥିପାଇଁ…

ଭୁବନେଶ୍ବରରେ ନଭେମ୍ବରରୁ ୧ରୁ ସୁଭଦ୍ରା ଶକ୍ତି ମେଳା

ମିସନ ଶକ୍ତି ବିଭାଗ ପକ୍ଷରୁ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜନଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କତିକ ପରମ୍ପରାକୁ ଗୁରୁତ୍ବନଭେମ୍ବର ୧୨ତାରିଖ ପର୍ଯ୍ୟନ୍ତ ଜାରି ରହିବ ମେଳାମହିଳାଙ୍କ ଉଦ୍ୟୋଗକୁ…