ଆଜି ପ୍ରଥମ ସେମିଫାଇନାଲ୍… କିଏ ଜିତିବ ଆଜିର ମ୍ୟାଚ?
ମଙ୍ଗଳବାର ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଭେଟିବ ଷ୍ଟିଭେନ୍ ସ୍ମିଥଙ୍କ କଙ୍ଗାରୁ ଦଳକୁ। ସଦ୍ୟତମ ବିଗତ ଦୁଇଟି ଆଇସିସି ଇଭେଣ୍ଟ୍ ୨୦୨୩…
Breaking And Latest News Of Odisha
ମଙ୍ଗଳବାର ଚଳିତ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଭେଟିବ ଷ୍ଟିଭେନ୍ ସ୍ମିଥଙ୍କ କଙ୍ଗାରୁ ଦଳକୁ। ସଦ୍ୟତମ ବିଗତ ଦୁଇଟି ଆଇସିସି ଇଭେଣ୍ଟ୍ ୨୦୨୩…
ଅଯୋଧ୍ୟାରେ ଓଡ଼ିଶାବାସୀଙ୍କ ଲାଗି ଅତିଥି ଭବନ ନିର୍ମାଣ କରାଯିବ। ଏଥିଲାଗି ମୁଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥା ହେବି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ…
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ଏହି ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଉ କପି ରୋକିବା…
କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଛତିଶଗଡ : ଛତିଶଗଡରେ ସୁରକ୍ଷାକର୍ମୀଙ୍କୁ ଶନିବାର ମିଳିଛି ବଡ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୮ ନକ୍ସଲ। ଗାଙ୍ଗାଲୁରରେ ଗୁଳି ବିନିମୟ ବେଳେ ୮ ନକ୍ସଲ ନିପାତ…
-ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍ରେ ଭାରତର କବ୍ଜା-୪ର୍ଥ ମ୍ୟାଚ୍ରେ ୧୫ ରନ୍ରେ ଇଂଲଣ୍ଡକୁ ହରାଇଲା ଭାରତ-ଭାରତର ସ୍କୋର- ୧୮୧/୯, ଇଂଲଣ୍ଡ ୧୬୬-୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ…
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରୁ ଶୀତ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଜିଠୁ ଖରା ବଢ଼ିବ। ସପ୍ତାହେ ଯାଏଁ ଗରମ ସହ ଖରାରୁ ନିସ୍ତାର ନାହିଁ। ଏବେ ରାଜ୍ୟରେ…
ରାଜ୍ୟରେ ଜାନୁଆରିରୁ ଖରା ଆରମ୍ଭ ହୋଇଯାଇଛି। ମାଘ ମାସ ଅଧବାଟରେ ଥିବା ବେଳେ ଜାଡ଼ ବଦଳରେ ପାରଦ ଉପରମୁହାଁ ହେଉଛି। ଉପକୂଳରୁ ଆଭ୍ୟନ୍ତର ପର୍ଯ୍ୟନ୍ତ, ସବୁଠି ଗରମ…
ଚଳିତ ବର୍ଷ ୧୧୪ଟି ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଏହା ଆରମ୍ଭ ହେବ । ପରବର୍ତ୍ତୀ ୪ ବର୍ଷରେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହାକୁ ପହଞ୍ଚାଯିବ । ଏହାସହ ୨୦୨୮…
୧୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସହ ହୋମ୍ କେୟାର ଏବଂ ଗବେଷଣା କେନ୍ଦ୍ରର ସୁବିଧା ଥିବା ଏହି ଅନୁଷ୍ଠାନ ମାନବୀୟ ଆଦର୍ଶର ଏକ ଶ୍ରେଷ୍ଠ ଉଦାହରଣ। ଏକ…
ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର…
ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା-ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ ୨ ଦିନ ଆଲୋଚନା ହେବ-ସିଙ୍ଗାପୁର ସହ MOU ସ୍ବାକ୍ଷର କାର୍ଯ୍ୟକ୍ରମ ରହିଛି-ସହରାଞ୍ଚଳ ଯୋଜନା, ବନ୍ଦର ପରିଚାଳନା,…