ଘୋଷଣା ହେଲା ୧୨ ନୂଆ NAC
ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ,…
Breaking And Latest News Of Odisha
ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ,…
ଆଜିବାଜପେୟୀ ଙ୍କ ୭ମ ପୁଣ୍ୟତିଥି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୭ମ ପୁଣ୍ୟତିଥିସଦୈବ ଅଟଳ ସ୍ମୃତିରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କଲେ ରାଷ୍ଟ୍ରପତି,…
ଭୁବନେଶ୍ୱର : ୪ ସରକାରୀ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେବା ସମୟରେ ୪ ଜଣ…
ଭୁବନେଶ୍ୱର : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ…
କାହିଁକି ପାଳନ ହୁଏ ହାତୀ ଦିବସ: ଆମେ ଯେମିତି ବନ୍ଧୁତା ଦିବସ ହେଉ ଅବା ପିତା ମାତା, ଭଉଣୀ, ଭାଇ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଦିବସ ପାଳନ…
ଲୋକସଭାରେ ପାରିତ ହୋଇଛି ନୂଆ ଆୟକର ବିଲ-୨୦୨୫। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା।…
ପୀଡ଼ିତା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର, ଭୁବନେଶ୍ବର ଏମ୍ସ ଗଲେନି’‘ପୀଡ଼ିତାଙ୍କ ଚିକିତ୍ସା ନେଇ ମେଡିକାଲ୍ ବୁଲେଟିନ୍ ଜାରି ହେଲାନି’‘ଏଯାବତ ପୋଲିସ ହାତ ଖାଲି ରହିଛି, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’ପୀଡ଼ିତା ପରିବାରକୁ…
ଫାଇନାଲ ଲଢେଇରେ ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କୁ ପରାସ୍ତ କରି ଟାଇଟଲ ନିଜ ନାଁରେ କରିଛନ୍ତି। ସେ FIDE ମହିଳା ଚେସ୍ ବିଶ୍ଵକପ୍ ଜିତିଥିବା ପ୍ରଥମ…
ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି▶️ ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି▶️ ବସ୍ତା ବ୍ଲକର ୮ ଓ ସଦର ବ୍ଲକର…
‘ବିରୋଧୀଙ୍କ ଅଧିକାର ଅଛି ଅନାସ୍ଥା ପ୍ରସ୍ତାବ ଆଣିବାର’‘କଂଗ୍ରେସ ଅନାସ୍ଥା ଆଣିବାକୁ ଚାହିଁଲେ ଆଣିବ ମନମୋହନ‘ବିଜେଡି ସମର୍ଥନ ଜଣାଇଲେ ଜଣାଇବ, ଆମେ ପ୍ରସ୍ତୁତ’ ବିମାନବନ୍ଦରରେ ରାଜ୍ୟ BJP ସଭାପତି…
ଏଣିକି ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଁ ଆଉ ଆସିବାକୁ ପଡ଼ିବନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏବେ ଉପଖଣ୍ଡ ଡାକ୍ତରଖାନାରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର । ରାଜ୍ୟର ୩୩ଟି…
ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ…