ହାନିକାରକ ସାମଗ୍ରୀ ଉପରେ ଲାଗିଲା 40% GST
GST ପରିଷଦ GST କୁ ଦୁଇଟି ସ୍ଲାବ 5% ଏବଂ 18% ପର୍ଯ୍ୟନ୍ତ ସୀମିତ କରିଛି। ଏହା ବ୍ୟତୀତ ସିଗାରେଟ୍ ଏବଂ ତମାଖୁ ଭଳି ସ୍ୱାସ୍ଥ୍ୟ ପାଇଁ…
Breaking And Latest News Of Odisha
GST ପରିଷଦ GST କୁ ଦୁଇଟି ସ୍ଲାବ 5% ଏବଂ 18% ପର୍ଯ୍ୟନ୍ତ ସୀମିତ କରିଛି। ଏହା ବ୍ୟତୀତ ସିଗାରେଟ୍ ଏବଂ ତମାଖୁ ଭଳି ସ୍ୱାସ୍ଥ୍ୟ ପାଇଁ…
୧୮% ଜିଏସଟିଏସି, ଟିଭି, ୱାସିଂ ମେସିନ୍, କାର ପାର୍ଟ୍ସ,ଛୋଟ କାର, ବାଇକ୍ (୩୫୦ ସିସିରୁ କମ୍) ୫% ଜିଏସଟିକେଶ ତେଲ, ଟଏଲେଟ୍ ସାବୁନ୍, ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ,…
: ଆଜି ଲୋକସଭା ନିର୍ବାଚନ ହେଲେ ଏନ୍ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରି ୩୨୪ ଆସନ ଜିତିବାର ସମ୍ଭାବନା ଅଛି। ଏଥିସହ ୨୦୨୪ରେ ଏନ୍ଡିଏକୁ କଡ଼ା ଟକ୍କର ଦେଇଥିବା…
ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ସହିତ ଟିମ୍ ଇଣ୍ଡିଆର ଅଭିଜ୍ଞ ଅଫ୍-ସ୍ପିନର ଥିବା…
ସୁନ୍ଦରଗଡ଼: ସୁନ୍ଦରଗଡ଼ ବଡ଼ଗାଁ ଥାନା ଝଣ୍ଟେଲବୁଡ ସଫେଇ ନଦୀ ପୋଲ ଉପରୁ ବନ୍ୟା ପାଣିରେ ଭାସିଗଲା ଟ୍ରଲର । ଡ୍ରାଇଭର ଜଣକ ଭାସିଯାଇଥିବାବେଳେ ଅନ୍ୟ ଜଣେ ଉଦ୍ଧାର…
ରାଜସ୍ବ ଅମଲା ସଙ୍ଘଙ୍କୁ ଚେତାବନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ସରକାର ଅମଲା ସଙ୍ଘକୁ ନାଲିଆଖି ଦେଖାଇ ନାହିଁ,…
କଟକ : କଟକ ଦୁର୍ଗା ପୂଜା ପାଇଁ ନିର୍ଦ୍ଦେଶନାମା ଜାରି କଲେ ଜିଲ୍ଲାପାଳ। ରାସ୍ତା ଉପର ଦେଇ ନିର୍ମାଣ ହେବନି ତୋରଣ କିମ୍ବା ଲାଇଟ ଗେଟ ।…
ବିହାରରେ ଭୋଟ ଚୋରି ହେବାକୁ ଦେବୁନାହିଁ’- ଭୋଟର ଅଧିକାରୀ ଯାତ୍ରୀରୁ ରାହୁଲ କହିଛନ୍ତି,” ଏସଆଇଆର ‘ଭୋଟ ଚୋରି’ ପାଇଁ ଷଡଯନ୍ତ୍ର ଏବଂ ନିର୍ବାଚନ କମିଶନ ଭାଜପା ସପକ୍ଷରେ…
•ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ବିସ୍ପୋରକ ବୟାନପାଣ୍ଡିଆନ ବିଜେଡିର ସର୍ବେସର୍ବା ନୁହନ୍ତି•ପାଣ୍ଡିଆନ ଉପରେ ନବୀନ ବାବୁଙ୍କ ଭରସା ଅଛି , ପାଣ୍ଡିଆନ ନବୀନ ବାବୁଙ୍କ ଘନିଷ୍ଠ ସହଯୋଗୀ•ପାଣ୍ଡିଆନ…
ମଦୁରାଇ: ତାମିଲ ଅଭିନେତା ବିଜୟଙ୍କ ନେତୃତ୍ବାଧୀନ ଦଳ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ଆସନ୍ତାବର୍ଷ ତାମିଲନାଡୁରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ବନ୍ଦ୍ବିତା କରିବ। ଏହି…
ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦିହସ୍ପିଟାଲରେ ଚିକିତ୍ସାଧୀନ ନବୀନଙ୍କ ସହ କଥା ହେଲେ ମୋଦିନବୀନଙ୍କୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଲେ ମୋଦିଫୋନ୍ରେ ନବୀନଙ୍କର…