ଅପରାଧ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! Sukanta NayakJuly 25, 2025 ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ
ଜଳଖିଆ ଦୋକାନୀ ଗରମ ତେଲ ଫିଙ୍ଗିବାରୁ ଜଣେ ଗୁରୁତର ଫୋକସ ପ୍ଲସ(ବାଲିଗୁଡା): ସନ୍ଧ୍ଯା ସମୟରେ ଜଳଖିଆ ଖାଇବା ପାଇଁ ଜଳଖିଆ ଦୋକାନକୁ ଆସିଥିଲା ଜଣେ ଯୁବକ |ଦୋକାନୀ ଓ ଗ୍ରାହକ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା…
ବେଦାନ୍ତ ଗାଡି ଧକ୍କାରେ ଜଣେ ମୃତ ଫୋକସ ପ୍ଳସ(ବରଗଡ଼): ବରଗଡ଼ ହଲଦୀପାଳି ଛକରେ ବେଦାନ୍ତ ଗାଡି ଧକ୍କାରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ମୃତ ବ୍ୟକ୍ତି ଜଣକ ହେଲେ ଗୁଡେସିରା ଗ୍ରାମର ଅଲେଖ…