ସଂସ୍କୃତି ଆଜିଠୁ କମ୍ପିବ ମଥୁରା ନଗରୀ ବରଗଡ଼ Sukanta NayakJanuary 3, 2025 ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟକଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳଜାତୀୟ ଓ ଅନ୍ତର୍ଜାତୀୟ ଦଳର ୫ ହଜାର କଳାକାର ନାଚିବେ
ଆଜିଠୁ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଫୋକସ ପ୍ଲସ 23/4/23(ବ୍ୟୁରୋ): ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ଅନୁକୂଳ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି ।…
ଧନତେରାସ ଦିନରେ କଣ କରିବା ଉଚିତ ଏବଂ କ’ଣ ମନେ ରଖିବା ଉଚିତ୍? ଫୋକସ ପ୍ଲସ(ବ୍ୟୁରୋ):ଆଜି ଦେଶରେ ଧନତେରାସ ପର୍ବ ପାଳନ କରାଯାଉଛି। ଦୀପାବଳି ପୂର୍ବରୁ ଧନତେରାସ ଦିନ, ଆୟୁର୍ବେଦର ପିତା ଧନଭନ୍ତରୀଙ୍କୁ ଧନର ଦେବୀ ଲକ୍ଷ୍ମୀଙ୍କ ସହିତ ପୂଜା କରାଯାଏ।…
ଆଜି ଅଣସର ଗୃହରେ ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ଅଣସର ଗୃହରେ ଆଜି ମହାପ୍ରଭୁଙ୍କ ଚକାବିଜେ ନୀତି ଅନୁଷ୍ଠିତ ହେବ। ବଡ଼ ଠାକୁର ବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ମହାପ୍ରଭୁ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ…