Breaking news ଆରମ୍ଭ ହେଲା ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା Sukanta NayakOctober 28, 2025 ୫ଘଣ୍ଟା ଧରି ଚାଲିବ ଲ୍ୟାଣ୍ଡଫଲ୍ଆ,ନ୍ଧ୍ରପ୍ରଦେଶର ଉପ୍ପଡ୍ କାକିନାଡ଼ାରେ କରିବ ଲ୍ୟାଣ୍ଡଫଲ୍ -ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ-କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’
ଏକା ତାରିଖରେ ଚାଲିଗଲେ ହ୍ୟୁମାନ ଓ ଅକ୍ଷୟ ମହାନ୍ତି ଭୁବନେଶ୍ଵର: ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖି ବୁଜିଥିଲେ ଚିରସବୁଜ ଗାୟକ ଅକ୍ଷୟ ମହାନ୍ତି । ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି…
ବାଇକ୍ ମୁହାଁମୁହିଁ ଜଣେ ମୃତ । ଯଶିପୁର ଜାତୀୟ ରାଜପଥ ୨୨୦ ନଂ ମରଣଯନ୍ତା ।ହାଟବାଦଡା ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ଛକ ପାଖରେ ଆଜି ୧୦,୩୦ ଟା ପାଖାପାଖି ସମୟରେ ଦୁଇ ବାଇକ୍ ମୁହାଁମୁହିଁରେ…
ପଦ୍ମପୁର ପୋଲିସକୁ ପୁଣି ଏକ ସଫଳତା ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ପୋଲିସ କୁ ।ଏକ ଦଶଚକିଆ ଟ୍ରକ HR -73 – 8301ନମ୍ବର ଗାଡ଼ିରେ ରେ ଗଞେଇ ବୋଝେଇ ହେବା କୌଣସି ସୁତ୍ରରୁ…