ପାଣିପାଗ ସୂଚନା ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରା Sukanta NayakMarch 18, 2025 ଆସିଲା ଦିନ ସାଢ଼େ ୧୧ଟାର ତାପମାତ୍ରାଆଜି ଦିନ ସାଢ଼େ ୧୧ ଟା ସୁଦ୍ଧା ୩୬.୮ ଡିଗ୍ରୀ ରେକର୍ଡସମ୍ବଲପୁରରେ ସର୍ବାଧିକ ୩୬.୮ ଡିଗ୍ରୀ ରେକର୍ଡହୀରାକୁଦ-୩୬, ଝାରସୁଗୁଡା- ୩୫.୪ ଡିଗ୍ରୀ, ରାଉରକେଲା-୩୩.୬ଭୁବନେଶ୍ବର-୩୨.୪, କେନ୍ଦୁଝର-୩୨.୧ ଡିଗ୍ରୀ ରେକର୍ଡ
ରାଜ୍ୟକୁ ଫେରିଲା ଶୀତ ଫୋକସ ପ୍ଲସ ୪/୨/୨୩(ବ୍ୟୁରୋ):କିଛି ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଥିବା ବେଳେ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବଢ଼ିଛି ଶୀତ । ରାଜ୍ୟର ବିଭିନ୍ନ…
୩ ଯାଏଁ ପ୍ରବଳ ବର୍ଷା ଭୁବନେଶ୍ୱର: ଆସନ୍ତା ୩ ତାରିଖ ଯାଏଁ ପ୍ରବଳ ବର୍ଷା ସୂଚନା ଦେଲା ପାଣିପାଗ ବିଭାଗ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା…
ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଫୋକସ ପ୍ଲସ(ଭୁବନେଶ୍ୱର): ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜିଠୁ ପୁଣି ବର୍ଷା ସମ୍ଭାବନା ।୨୦ ବେଳକୁ ଲଘୁଚାପରେ ପରିଣତ ହୋଇପାରେ ଘୂର୍ଣ୍ଣିବଳୟ ।୨୦ ଓ…