ରାଜନୀତି ଚଳିତ ବିଧାନସଭାରେ କଂଗ୍ରେସ ଆଣିବ ଅନାସ୍ଥା Sukanta NayakAugust 12, 2025 ଚଳିତ ବିଧାନସଭାରେ କଂଗ୍ରେସ ଆଣିବ ଅନାସ୍ଥାସୂଚନା ଦେଲେ ପିସିସି ସଭାପତି ଭକ୍ତଚରଣ ଦାସ‘ବିଜେଡି ଆଣିଲେ ଭଲ, ନଚେତ କଂଗ୍ରେସ ଅନାସ୍ଥା ଆଣିବ’‘ବିଜେଡି ନ ଆଣିଲେ ଡ୍ରାମା କରୁଛି ବୋଲି ଭାବିବା’‘ଏନେଇ ଦଳୀୟ ବିଧାୟକଙ୍କୁ ହୁଇପ କରାଯିବ’
ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ, ବିଜେଡି ଏବଂ BRS କଲେ ଏକ ବଡ଼ ଘୋଷଣା ଉପରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ, ବିଜେଡି ଏବଂ BRS କଲେ ଏକ ବଡ଼ ଘୋଷଣା, ଭୋଟ ଦେବାରୁ ଦୂରେଇ ରହିବାକୁ ନିଷ୍ପତ୍ତିଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍…
ଅନୁଗୁଳରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କୁଶ ପୁତଳିକା ଦାହ କଲା ବିଜେପି ମହିଳା ମୋର୍ଚ୍ଚା । ଅନୁଗୁଳରେ: ଚର୍ଚ୍ଚାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ବିଧାନସଭାରେ ମହିଳାଙ୍କ ଉପରେ ଅଶ୍ଳୀଳ ବିବୃତ୍ତିକୁ ନେଇ କଡା ସମାଲୋଚନା କରିବା ସହ ନିନ୍ଦା କରିଛି…
ବିହାରରେ ଏମାନେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରି ଜାମିନରେ ଅଛନ୍ତି:ମୋଦି ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତିପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି | ଏହି ନିର୍ବାଚନୀ ସଭାରେ ସେ ଲାଲୁ…