Breaking news ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦକୁ ଏନକାଉଣ୍ଟର Sukanta NayakAugust 19, 2025 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ
ଟ୍ରକ ଚାପାରେ ଜଣେ ମୃତ, ଜଣେ ଗୁରୁତର ଅନୁଗୁଳ ୫୫ନଂ NHର ପ୍ରଶାନ୍ତି ହୋଟେଲ ନିକଟରେ ଦୁର୍ଘଟଣାମୃତକ ଜଗତସିଂହପୁରର ବିକ୍ରମ ରାଉତରାୟପ୍ରତିବାଦରରେ ସ୍ଥାନୀୟ ଲୋକଙ୍କ ଜାତୀୟ ରାଜପଥ ଅବରୋଧ
୨୫ କିଲୋଗ୍ରାମ ହରିଣ ମାଂସ ଜବତ । ଫୋକସ ପ୍ଲସ 8/5/22 (ବାଲେଶ୍ୱର): ହରିଣ ମାଂସ ଚୋର ଚାଲାଣ ବେଳେ ଜବତ କଲା ବନ ବିଭାଗ। କେନ୍ଦ୍ରାପଡ଼ା ରୁ ପାରାଦ୍ବିପକୁ ହରିଣ ମାଂସ ଚାଲଣ ହେଉଥିବା…
ରାସ୍ତା କାମରେ ଅନିୟମିତତା ଅଭିଯୋଗ ତାଳଚେର : ପ୍ରଶାସନ ଓ ଠିକାଦାର ମଧୁଚନ୍ଦ୍ରିକାରେ ରାସ୍ତା କାମରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।ଜିଲ୍ଲା ଖଣିଜ ପାଣ୍ଠିରୁ କେନାଲ ରାସ୍ତାର ପୁନରୁଦ୍ଧାର ପାଇଁ ପ୍ରାୟ…