ରାଜ୍ୟ ବଦଳିଲେ ଭଦ୍ରକ ଏସପି। Sukanta NayakJune 6, 2025 ଭଦ୍ରକ ଏସ୍ପି ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିନବରଙ୍ଗପୁର ଏସ୍ପି ଭାବେ ଏମ୍. ସନ୍ଦୀପ ସମ୍ପତଙ୍କୁ ବଦଳିଭଦ୍ରକ ନୂଆ ଏସ୍ପି ହେଲେ ମନୋଜ କୁମାର ରାଉତକେନ୍ଦୁଝର ଅତିରିକ୍ତ ଏସ୍ପି ଦାୟିତ୍ବରେ ଥିଲେ ମନୋଜ କୁମାର
ସାମ୍ବାଦିକଙ୍କ ମାତୃ ବିୟୋଗ I ଫୋକସ ପ୍ଲସ 15/4 (ଗଞ୍ଜାମ): ପାତ୍ରପୁର ଗ୍ରାମ ବଡବ୍ରାହ୍ମଣ ସାହି ଅବସର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ପାତ୍ରପୁର ବ୍ଳକ ସର୍ବସାଧାରଣ ଦୈନିକ…
ବର୍ଷେ ନପୂରୁଣୁ ବିଜୁଏକ୍ସପ୍ରେସ ରାସ୍ତା ଦବିଲା ଫୋକସ ପ୍ଲସ (ନୂଆପଡ଼ା)୧୦/୦୭/୨୦୨୨: ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଯିବା ଆସିବା ପାଇଁ ବିଜୁଏକ୍ସପ୍ରେସ ରାସ୍ତା ତିଆରି କରିଥିବାବେଳେ ରାସ୍ତାତିଆରି କରିକି ଏକ…
ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷଣ……. ବାଲେଶ୍ୱର12/01/2024: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଆକାଶ-ନ୍ୟୁ ଜେନେରେସନ ମିସାଇଲର ଆଜି ବ୍ୟବହାରିକ ପରିକ୍ଷା ଚାନ୍ଦିପୁର ଆଇ.ଟି.ଆର. ପକ୍ଷରୁ କରାଯାଇଥିବା ଜଣାପଡିଛି । ଆଜି…