Breaking news ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଜଣେ ମୃତ Sukanta NayakOctober 20, 2025 ମୃତକ ହେଲେ କୈଠଡା ଗାଁର ପିଣ୍ଟୁ ପଲେଇଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈଠଡା ଗାଁରେ ଘଟିଛି ଅଘଟଣ-ଖଲ୍ଲିକୋଟ ଥାନା ପୋଲିସର ତଦନ୍ତ ଆରମ୍ଭ
ମୁଖ୍ୟମନ୍ତ୍ରୀଙ୍କ ଗର୍ଜନରେ କମ୍ପିଲା ନୂଆପଡା ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ଗର୍ଜନରେ କମ୍ପିଲା ନୂଆପଡା । ମଞ୍ଚରେ ଆହ୍ୱାନ ଦେଲେ ମୋହନ । କହିଲେ ନୂଆପଡାର ବିକାଶର କଥା । ନୂଆପଡା କୋମନାରେ ବିରାଟ ଜନସମାବେଶରେ…
ତିନି ମାସରେ ପୁରଣ ହେବ ୩୪ ହଜାର ନିଯୁକ୍ତି odisha news : ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ୍ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀଙ୍କ…
ବିକଳାଙ୍ଗ ଶିଶୁ ଙ୍କୁ ସାହା ହେବ କିଏ ? ଫୋକସ ପ୍ଲସ 14/4 (ବାଲେଶ୍ୱର): ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦର ପୁର ପଂଚାୟତ ସଂପେଇ ଗ୍ରାମ ର ଗୀତା ଶ୍ରୀବସ୍ତା ଙ୍କ ଦୁଇ ପୁତ୍ର କୃଷ୍ନା…